କଟକିଆଙ୍କ ଭାବନା ଦହିବରା/Katak dahibara
Naxatra News
୫୨ ବଜାର ୫୩ ଗଳିର ସହର କଟକ। ରୌପ୍ୟ ନଗରୀର ଐତିହ୍ୟ ସହ ଓତପ୍ରୋତ ଭାବେ ଜଡ଼ିତ ରହିଛି କଟକର ପ୍ରସିଦ୍ଧ ଦହିବରା ଆଳୁଦମ। ଦହିର ଖଟାଳିଆ ସ୍ୱାଦ, ନରମ ବରା, ମସଲାଦାର ଆଳୁଦମ ଓ ଘୁଘୁନିର ମିଶ୍ରଣ ଏହି ଖାଦ୍ୟକୁ କଟକିଆଙ୍କ ଭାବନା ସହ ଯୋଡ଼ିଛି। Known as the city of “52 markets and 53 lanes,” Cuttack is deeply rooted in history and heritage. The city’s famous Dahi Bara Aloo Dum is an inseparable part of its culinary identity. The tangy flavour of curd, soft and fluffy baras, spicy aloo dum, and flavourful ghuguni come together to create this iconic Cuttack delicacy. More than just a popular street food, Dahi Bara Aloo Dum is closely connected with the emotions, memories, and everyday life of the people of Cuttack.
More Videos

ସ୍ୱାଧୀନତାର ମୂଲ୍ୟବୋଧ, ନାଗରିକର ଦାୟିତ୍ୱ -ନକ୍ଷତ୍ରନ୍ୟୁଜ୍ର ସ୍ୱାଧୀନତା ଦିବସ ସନ୍ଦେଶ |

ସହିଦଙ୍କ ବଳିଦାନକୁ ସଲାମ , ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ଭାରତର ଗର୍ବର ଦିନ, ୮୦ତମ ସ୍ୱାଧୀନତା ଦିବସ |

ଦେଶପ୍ରେମର ରଙ୍ଗରେ ରଙ୍ଗିନ ୮୦ତମ ସ୍ୱାଧୀନତା ଦିବସ , ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ

ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ଦେଶବାସୀଙ୍କୁ ଶୁଭେଚ୍ଛା

୮୦ତମ ସ୍ଵାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା

୮୦ତମ ସ୍ଵାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା

୮୦ତମ ସ୍ଵାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା

