ଆତ୍ମହତ୍ୟା କରିବାକୁ ଡେଉଁଥିଲେ ମିହିଳା ;ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଟ୍ୟାକ୍ସି ଡ୍ରାଇଭର

ଅଟଲ ସେତୁ ଉପରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲେ ଜଣେ ଯୁବତୀ । ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଜଣେ ଟ୍ୟାକ୍ସି ଡ୍ରାଇଭର । ଯୁବତୀ ଜଣକ ସେତୁ ଉପରେ ଚଢି ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ଏହି ସମୟରେ ଟ୍ୟାକ୍ସି ଡ୍ରାଇଭର ଜଣକ ତାଙ୍କ ଚୁଟି ଧରି ପକାଇଥିଲେ । ସଠିକ୍ ସମୟରେ ସେହି ବାଟ୍ ଦେଇ ଯାଉଥିବା ପିସିଆର ଭ୍ୟାନ ମଧ୍ୟ ପହଞ୍ଚି ଯୁବତୀଙ୍କୁ ବଞ୍ଚାଇଥିଲେ ।

ଏହି ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଯାହା ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଦେଖିବା ପୁରା ଘଟଣା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *