ଜଳେଶ୍ୱର ବ୍ଲକ ସମ୍ପତିଆ ପଂଚାୟ ର ସରକାତିଆ ଗ୍ରାମରେ ଥିବା କିଣାରାମ ଉପ୍ରା ବିଦ୍ୟାଳୟର ଚାରି ପାଖରେ 4 ପୁଟ ଉଚ୍ଚରେ ପାଣି ଜମିବା ସହିତ ବିଦ୍ୟାଳୟକୁ ଯିବା ପାଇଁ ରାସ୍ତା ଉପରେ ପାଣି ଲହରୀ ମାରୁଛି। ପଳରେ ଶିକ୍ଷକ ଓ ଛାତ୍ରମାନେ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବିଦ୍ୟାଳୟରେରେ ଷଷ୍ଠ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଡିବା ପାଇଁ ପାଣି ଭିତରେ ପଶି ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟକୁ ଯିବା ଆସିବା କରୁଛନ୍ତି । ସେପଟେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷାରେ ଲଗାଣ ବର୍ଷାରେ ହଜାର ହଜାର ହେକ୍ଟର ଚାଷୀ ଜମି ଉପରେ ଚାରି ଫୁଟର ପାଣି ଲହରୀ ମାରୁଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now