୧୦୮ରେ ଲାଗିଲା ନିଆଁ

Spread the love

ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡ଼ା ପେଟ୍ରୋଲ ପମ୍ପ ନିକଟରେ ୧୦୮ ଆମ୍ବୁଲାନ ରେ ନିଆଁ ଲାଗିଛି ।  ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କା ରେ ଗୁରୁତର ହୋଇଥିବା ନରସିଂହପୁର ଅଞ୍ଚଳର  ବାଇକ ଆରୋହୀ କୁ ଧକ୍କା ଦେଇଥିଲା । ୧୦୮ ଆମ୍ବୁଲାନ ଗୁରୁତ ର ବାଇକ ଆରୋହୀ କୁ ଗାଡିକୁ ନେଉଥିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ଦମକଳ ଆସି ନିଆଁ ଲିଭାଇ ଥିଲା । ଆମ୍ବୁଲାନ୍ସ ଟି ସପୂର୍ଣ୍ଣ ନଷ୍ଟ ହୋଇଯାଇ ଥିବା ବେଳେ ରୋଗୀ ସମେତ କର୍ମଚାରୀ ସୁରକ୍ଷିତ ଅଛନ୍ତି | ତେବେ କିଭଳି ଅଗ୍ନି କାଣ୍ଡ ହେଲା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *