ଅପରାଧ ବସଷ୍ଟାଣ୍ଡରେ ଉତ୍ତେଜନା Naxatra News Bureau21/06/2024 Spread the love ବାରିପଦା ବସଷ୍ଟାଣ୍ଡରେ ଗଣ୍ଡଗୋଳ, ହଣାକଟା। ଏଥିରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସଷ୍ଟାଣ୍ଡରେ ବସ ରହିବା ଓ ଛାଡିବା ସମୟକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।
ଗୋରୁ ବୋଝେଇ ଟ୍ରକ୍ ଜବତ Spread the loveSpread the loveଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଗତ କାଲି ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଥିବା ଜଣା ପଡିଛି। ତେବେ…
ବନ୍ଧୁକ ମୁନ ରେ ଲୁଟିନେଲେ 15 କେଜି ରୁ ଅଧିକ ସୁନା Spread the loveSpread the loveଜାଯପୁର : ଜାଯପୁର ବ୍ୟାସନଗର ସ୍ଥିତ ଏକ ଗହଣା ଦୋକାନ ରେ ଅଜି ଦିନ ପ୍ରାୟ ସାଢେ ବାରଟା ରୁ ଦୁଇଟା ମଧ୍ୟରେ ସାତ…
ମୁଣ୍ଡ ଶରୀରରୁ ଅଧିକ ବୟାନ ଦେଇଥିବା ଗୌହର ଗିରଫ Spread the loveSpread the loveହାଇଦ୍ରାବାଦ: ନୂପୁର ଶର୍ମାଙ୍କ ପାଇଁ ମୁଣ୍ଡ ଶରୀରରୁ ଅଧିକ ପରି ବିବାଦିତ ବୟାନ ଦେଇଥିବା ଗୌହର ଚିସ୍ତି ହାଇଦ୍ରାବାଦରୁ ଗିରଫ ହୋଇଛନ୍ତି। ଜୁନ ୧୭…