ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ଶୁକ୍ରବାର ସୁଦ୍ଧା ଲଘୁଚାପ ସୁଦୃଶ୍ୟ ହେବ । ପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳକୁ ଗତି କରିବ । ଆସନ୍ତା ୨ ଦିନରେ ଆହୁରୀ ଘନିଭୂତ ହୋଇ ଅବପାତ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ତାନରେ ୩୧ ତାରିକ ଯାଏ ପ୍ରବଲରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିବାଗ ପୂର୍ବାନୁମାନ କରଛି ।
ଲଘୁଚାପ କ୍ଷେତ୍ର ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳକୁ ଗତି କରିବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
https://twitter.com/mcbbsr/status/1829056800794238998/photo/1
Naxatra News is now on Whatsapp
Join and get latest news update delivered to you via whatsapp
Join Now