ଭାରସାମ୍ୟ ହରାଇ ପୋଖରୀକୁ ଖସିଯାଇଛି ବାଇକ , ୨ ବାଇକ ଚାଳକ ମୃତ

ପୋଖରୀ କୁ ଖସି ୨ବାଇକ ଆରୋହୀ ମୃତ। ବିଳମ୍ବିତ ରାତିରେ  ଟିଟିଲାଗଡ଼ ବଙ୍ଗୋମୁଣ୍ଡା ଜାତୀୟ ରାଜପଥ ୫୯  ର ଭୋଇପଡା ବୁଲାଣି ନିକଟରେ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ପୋଖରୀକୁ ଖସିଯାଇଛି ବାଇକ । ବୁଲାଣି ନିକଟରେ ଏକ ବ୍ରିଜ ରହିଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ରେ ବାଇକ ଧକ୍କା ହୋଇ ପୋଖରୀ ରେ  ଗଳି ପଡିଛି। ନିକଟରେ ଏକ ବାଇକ ବି ପଡ଼ିଥିବା ଦେଖିବାକୁ ମିଳିଛି l ୨ବାଇକ ଆରୋହୀ ଙ୍କ ମୃତ ଦେହ କୁ ମୁରିବାହାଲ ପୋଲିସ ଉଦ୍ଧାର କରିଛି । ମୃତକ ଙ୍କ ପରିଚୟ ମିଳିପାରିନଥିବା ବେଳେ ମୁରିବାହାଲ ପୋଲିସ ର ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *