ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା

ଆସନ୍ତା 20 ରୁ ଆରମ୍ଭ ହେବ ଖରିଫ ଧାନ କିଣା ।ବରଗଡ ଜିଲ୍ଲା ରୁ ଆରମ୍ଭ ହେବ ଧାନ କିଣା ।ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି ।ଦୁଇ ବର୍ଷ ମଧ୍ୟରେ 100 ଟି ମଡେଲ ମଣ୍ଡି ପାଇଁ ହୋଇଛି ନିଷ୍ପତ୍ତି ।ପ୍ରଥମ ପର୍ଯାୟ ରେ 38 ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ଆର୍ଥିକ ବର୍ଷ ରେ 80 ଟି ସମବାୟ ସମିତି ରେ 200 ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ 20 କୋଟିର ବ୍ୟୟ ବରାଦ ।973 ଟି ସମବାୟ ସମିତି, RMC ରେ 516 କୋଟି ଟଙ୍କା ବ୍ୟୟ ରେ ଭିତ୍ତି ଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *