ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଜଣେ ମୃତ

Spread the love

ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ହାଟ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମାରାତିରା ଗ୍ରାମର ଯୋଗୀ ବିଶ୍ଵାଳଙ୍କ ମୃତ୍ୟ ହୋଇଛି । ସ୍ଥାନୀୟ ବାସିନ୍ଦା ଓ ମୃତକଙ୍କ ପରିବାର ବର୍ଗଙ୍କୁ ଦ୍ଵାରା 55 ନଂ ଜାତୀୟ ରାଜପଥକୁ ଅବରୋଧ  କରାଯାଇଛି।  ଯୋଗୀ ବିଶ୍ୱାଳ ଏକ ଲୁନା ସାହାଯ୍ୟ ରେ ଯାଉଥିବା ବେଳେ ପଛରୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ  ଗୁରୁତର ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ଯୋଗୀଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ରାସ୍ତରେ ତାଙ୍କର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଯୋଗୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ 55 ନଂମ୍ବର ଜାତୀୟ ରାଜପଥକୁ ଅବିରଧ କରିଛନ୍ତି । ସେପଟେ ଜରପଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *