ଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଇ ୩୧ରେ ଅଜମେର ଆସିବେ, ଜନସଭାକୁ କରିବେ ସମ୍ବୋଧିତ 

ଅଜମେର : କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୯ବର୍ଷ  ପୁର୍ତୀ ଅବସରରେ ମଇ ୩୧ ତାରିଖରେ ଅଜମେରରେ ଜନସଭା ହେବ ।  ଏଥିପାଇଁ ପୁର୍ବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥି ପାଇଁ ମଇ ୩୧ରେ ଅଜମେର ଆସିବେ ।  ଏଥିପାଇଁ ଭାଜପା ମଧ୍ୟ ପ୍ରସ୍ତୁତି ଆରମ୍ଭ  କରି ଦେଇଛି ।  ସାଂସଦ ଭାଗିରଥି ଚୌଧୁରୀ କହିଛନ୍ତି ଯେ ସରକାରଙ୍କ ୯ ବର୍ଷ ପୁରା ହେବା ଉପଲବ୍ଧିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଲିଖିତ ତଥ୍ୟ ଜନତାଙ୍କ ଆଗରେ ରଖିବେ ।  

Related Articles

Leave a Reply

Your email address will not be published.

Back to top button