ବର୍ତ୍ତମାନ ଏସିଆ କପ୍ ଏବଂ ବିଶ୍ୱକପ୍ ବିଷୟରେ ଚିନ୍ତିତ ନୁହଁନ୍ତି ୟୁଜି ଚହଲ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ କହିଛନ୍ତି ଯେ, ସେ ବର୍ତ୍ତମାନ ଏସିଆ କପ୍ ଏବଂ ବିଶ୍ୱକପ୍ ପାଇଁ ଦଳରେ ସ୍ଥାନ ବିଷୟରେ…

ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ସର୍ବାଧିକ ୫୩.୦ ମି.ମି. ବର୍ଷା ରେକର୍ଡ଼

ଭୁବନେଶ୍ଵର : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ସର୍ବାଧିକ ୫୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି…

ରାଜ୍ୟରୁ ଟଳିଲା ବନ୍ୟା ବିପଦ- ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରୁ ବନ୍ୟା ବିପଦ ଟଳିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେ କହିଛନ୍ତି, ବର୍ତମାନ…

କନ୍ଧମାଳ ଫିରିଙ୍ଗିଆ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ଆଇଆଇସିଙ୍କୁ ବଦଳି, ଫିରିଙ୍ଗିଆ ଥାନା ପୋଡି ମାମଲାରେ ୧୬ ଅଟକ

ଭୁବନେଶ୍ୱର : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ଆଇଆଇସିଙ୍କୁ ବଦଳି କରା ଯିବା ସହ ଏହି ମାମଲାରେ ୧୬ ଜଣଙ୍କୁ ଅଟକ ରଖା…

ଆଇ ଆଇ ଏମ ସମ୍ୱଲପୁରର ପରିଦର୍ଶନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇ ଆଇ ଏମ ସମ୍ୱଲପୁରର ପରିଦର୍ଶନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି…

ହୀରାକୁଦ ଜଳଭଣ୍ଡାରରୁ ୨୦ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ପାର୍ଶ୍ଵ ଡାଇକ୍ ର…

ଜ୍ଞାନବାପି ପରିସରରେ ଲଗାତାର ତୃତୀୟ ଦିନରେ ଏଏସଆଇର ସର୍ଭେ କାମ ଜାରୀ

ବାରାଣାସୀ : ଇଲାହାବାଦ ହାଇକୋର୍ଟର ଆଦେଶ ଓ ସୁପ୍ରିମକୋର୍ଟର ମାର୍ଗଦର୍ଶନରେ ଜ୍ଞାନବାପୀ ପରିସରରେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣର ଟିମ ରବିବାର ଲଗାତାର ତୃତୀୟ ଦିନ ମଧ୍ୟ ସର୍ଭେ…

ରାଜ୍ୟରେ ୧ ଜୁନ୍ ରୁ ୬ ଅଗଷ୍ଟ ସୁଦ୍ଧା ୬୩୯.୪ ମି.ମି. ବର୍ଷା ରେକର୍ଡ଼

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୬ ଅଗଷ୍ଟ ସୁଦ୍ଧା ୬୩୯.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ…

୫୦୮ ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଅମୃତ ଭରତ ଷ୍ଟେସନ ଯୋଜନା ଅଧୀନରେ ଭାରତ (୨୮ ରାଜ୍ୟ) ରେ ୫୦୮ ରେଳ…

ପୁତ୍ର ସନ୍ତାନର ମା’ ହେଲେ ଆଭିନେତ୍ରୀ ଇଲିଆନା ଡି’କ୍ରୁଜ୍

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ପୁତ୍ର ସନ୍ତାନର ମାତା ହୋଇଛନ୍ତି । ନିକଟରେ ଇଲିଆନା ଏକ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋସିଆଲ…

ବନ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର : ଆଜି ବଲାଙ୍ଗିର ବିଧାୟକ ଗତ ୨ ଓ ୩ ତାରିଖ ଦିନ ହୋଇଥିବା ବର୍ଷା ଯୋଗୁଁ ଦେଓଗାଁ ବ୍ଲକରେ ହୋଇଥିବା କ୍ଷୟକ୍ଷତି ଉପରେ ଅନୁଧ୍ୟାନ…