ବାଗଡିହି ‘ରେଷ୍ଟ ରେଞ୍ଜ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

Spread the love

ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାର ବାଗଡିହି ‘ରେଷ୍ଟ ରେଞ୍ଜ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବାଗଡିହି ରେଞ୍ଜ ଅନ୍ତର୍ଗତ କାଦୋବାହାଲର ଭୂତପଡ଼ା ଜଙ୍ଗଲ ନିକଟରୁ ବିଳମ୍ବିତ ରାତିରେ ବଜ୍ରକପ୍ତା ଉଦ୍ଧାର ହୋଇଥିବା ନେଇ ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ବଜ୍ରକାପ୍ତା ର ଓଜନ ପ୍ରାୟ ୭ କିଲୋଗ୍ରାମ । ମାଛ ମାରିବାକୁ ଯାଇଥିବା ବେଳେ ଗାଆଁ ଲୋକେ ଦେଖି ବନବିଭାଗ କୁ ଖବର ଦେଇଥିଲେ । ବନବିଭାଗ ଉଦ୍ଧାର କରି ବାଗଡିହି ରେଞ୍ଜ କାର୍ଯ୍ୟାଳୟରେ ରଖିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *