ମାତାଲ୍ ହୋଇ ରୋଗୀ ବେଡ଼ରେ ଶୋଇଛନ୍ତି ଡାକ୍ତର

ମାତାଲ ଡାକ୍ତରଙ୍କ ଉତ୍ପାତ। ଚିକିତ୍ସା କରିବା ବଦଳରେ ମାତାଲ ହୋଇ ଡ୍ୟୁଟି ରୁମରେ ଶୋଇଛନ୍ତି ଡାକ୍ତର। ଏଭଲି ଚିତ୍ର ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ…

ଚନ୍ଦନ ଯାତ୍ରା ଲାଗି ଜୋରଦାର ପ୍ରସ୍ତୁତ

ଆସନ୍ତା ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ହେବ ଶୁଭାରମ୍ଭ । ନରେନ୍ଦ୍ର ପୁଷ୍କରିଣୀକୁ ମହାପ୍ରଭୁଙ୍କ…

ହୁତୁହୁତୁ ହୋଇ ଜଳିଗଲା ପାଇପ୍

ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ ଷ୍ଟକୟାର୍ଡରେ ନିଆଁ । ହୁତୁ ହୁତୁ ହୋଇ ଜଳି ଯାଉଛି ପାଇପ୍। ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ…

ଲୁହାପଥର ପରିବହନ ପାଇଁ କାମ ବନ୍ଦ କଲେ ଟ୍ରକ ମାଲିକ

ପାଇପ ଲାଇନ ଯୋଗେ ଲୁହାପଥର ପରିବହନକୁ ବିରୋଧ କରି କେନ୍ଦୁଝର ଜିଲ୍ଲା ଟ୍ରକମାଲିକ ସଂଘ,ଯୋଡ଼ା ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ବଡ଼ବିଲ ଟ୍ରକ…

ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି

ପେହଲେଗମରେ ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି  । ୧୨ ପ୍ଲାଟୁନ ଫୋର୍ସ ଙ୍କୁ ମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଆହୁରି ଆଲର୍ଟ…

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେ ଓଡିଆ

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେ ଓଡ଼ିଶାର ବାଲେଶ୍ବର ଜିଲ୍ଲାର ଯୁବକ। ଯୁବକ ହେଲେ  ବାଲେଶ୍ବର ସାରଗାଁର ପ୍ରଶାନ୍ତ ଶତପଥୀ। ଗତ ୧୯ ତାରିଖରେ କାଶ୍ମିର ବୁଲିବାକୁ…

କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ

ଆସନ୍ତାକାଲିଠୁ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ୍‌ ବନ୍ଦ ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାଁରେ ଟଙ୍କା ହଡପ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ଅନ୍ତର୍ଗତ କୁମୁସି ପଞ୍ଚାୟତର PEOଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ୩ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି ପଞ୍ଚାୟତ…

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ୩୦ ବର୍ଷ ଜେଲ ଗଲେ ଅଭିଯୁକ୍ତ

ସପ୍ତମ ଶ୍ରେଣୀ ଝିଅକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ୩୦ ବର୍ଷ ଜେଲ ଗଲେ ଅଭିଯୁକ୍ତ । ଏହି ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଦୋଷୀଙ୍କୁ…

ଦୁଲୁକୁଛି ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଅତି ଧୁମଧାମ ସହକାରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା | ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଦୁଇ ବାର୍ଷିକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ…