ରାଜ୍ୟ ପଲିସି ମୁତାବକ ଗୋଧ୍ରା ଟ୍ରେନ ପୋଡି ମାମଲାରେ ଛଡାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ୨୦୦୨ ଗୋଧ୍ରା ଟ୍ରେନ ପୋଡି ମାମଲାର ଦୋଷୀମାନଙ୍କୁ ଜାମିନ ଯାଚିକା ଉପରେ ଶୁଣାଣି କରିଛନ୍ତି। ମୁଖ୍ୟବିଚାରପତି ଜଷ୍ଟିସ ଡି ଆଇ ଚନ୍ଦ୍ରଚୂଡ, ଜଷ୍ଟିସ…

ତୁରନ୍ତ ଏମସିଡି ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟିକୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି। ମେୟର ନିର୍ବାଚନରେ ରାଜ୍ୟପାଳଙ୍କ ଦ୍ବାରା ମନୋନୀତି ୧୦ ପାରିଷଦ…

ଏକବିଂଶ ଶତାବ୍ଦୀରେ ଝିଅ ପଣ୍ୟଦ୍ରବ୍ୟ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଏକବିଂଶ ଶତାବ୍ଦୀରେ ମଧ୍ୟ ଝିଅଙ୍କୁ ପଣ୍ୟବସ୍ତୁ ଭାବେ ଗ୍ରହଣ କରାଯାଉଛି। ନିଜର ଆର୍ଥିକ ଲାଭର ମାଧ୍ୟମ ଭାବେ ବ୍ୟବହାର କରାଯାଉଛି।  ନୈତିକତା ଓ ମାନବାଧିକାର ସିଦ୍ଦାନ୍ତ…

ବିଚାରପତି ନିଯୁକ୍ତିରେ ବିଳମ୍ୱ: ଚିନ୍ତାରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  କଲେଜିୟମ ସୁପାରିଶ ସତ୍ତ୍ୱେ କାହିଁକି ବିଚାରପତି ନିଯୁକ୍ତିରେ ବିଳମ୍ୱ କରୁଛି କେନ୍ଦ୍ର। ଏ ସଂକ୍ରାନ୍ତରେ ବେଙ୍ଗାଲୁରୁ ଓକିଲ ସଂଘ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣୀ…

ଉପବାଚସ୍ପତି ନିଯୁକ୍ତି: କେନ୍ଦ୍ର ଓ ୫ ରାଜ୍ୟକୁ ଏସସିଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଲୋକସଭା ଓ ୫ ରାଜ୍ୟର ବିଧାନସଭାରେ ଡେପୁଟି ସ୍ପିକର ନିଯୁକ୍ତି ସହ ଜଡିତ ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାମଲାର ପରୀକ୍ଷଣ କରିବାକୁ ରାଜି…

ନବ ନିଯୁକ୍ତ ୨ ବିଚାରପତିଙ୍କ ଶପଥପାଠ

ନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମ କୋର୍ଟର ବିଚାରପତି ସଂଖ୍ୟା ୩୪ ଛୁଇଁଛି। ଜଷ୍ଟିସ ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାରଙ୍କୁ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ…

ଜମ୍ମୁ କାଶ୍ମୀର ଡିଲିମିଟେସନ ବିରୋଧୀ ଯାଚିକା ଖାରଜ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ନୂଆ ପରିସୀମା  ଅନ୍ତର୍ଗତ ନିର୍ବାଚନ ପାଇଁ ରାସ୍ତା ସଫା। ସୁପ୍ରିମକୋର୍ଟରେ ଜମ୍ମୁ କାଶ୍ମୀର ପରିସୀମାକୁ ଚ୍ୟାଲେଞ୍ଜ କରାଯାଇ ଦାୟର ଯାଚିକା ଖାରଜ। କୋର୍ଟ…

ବିବିସି ଡକ୍ୟୁମେଣ୍ଟାରୀ: ହିନ୍ଦୁ ସେନା ଯାଚିକା ଖାରଜ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ପର୍ଯ୍ୟବେସିତ ବିବିସି ଡକୁମେଣ୍ଟାରୀ ସମ୍ବନ୍ଧିତ ଯାଚିକା ସୁପ୍ରିମକୋର୍ଟରେ ଖାରଜ। ହିନ୍ଦୁ ସେନା ପକ୍ଷରୁ ବିବିସି କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଦାୟର…

ମସଜିଦରେ ମୁସଲମାନ ମହିଳାଙ୍କ ନମାଜ ପାଠରେ ନାହିଁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ମୁସଲମାନ ମହିଳାଙ୍କ ପାଇଁ ଖୁସି ଖବର। ମୁସଲମାନ ମହିଳା ମଧ୍ୟ ମସଜିଦରେ ଯାଇ ନମାଜ ପାଠ କରି ପାରିବେ। ବୁଧବାର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ…

ବିଲକିସ ମାମଲାର ତ୍ବରିତ ଶୁଣାଣି ପାଇଁ ଗଠନ ହେବ ଖଣ୍ଡପୀଠ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ବିଲକିସ ବାନୋଙ୍କୁ ସାମୟିକ ଆଶ୍ବସ୍ତି। ତାଙ୍କ ମାମଲାର ତ୍ବରିତ ଶୁଣାଣିରେ ସହମତି ଦେଇଛନ୍ତି କୋର୍ଟ। ଏଥିସହ ମାମଲାର ଶୁଣାଣି ପାଇଁ ନୂଆ ବେଞ୍ଚ ଗଠନ…

ହାଜତରେ ଦୋଷୀଙ୍କ ଭର୍ଜିନିଟି ଟେଷ୍ଟ ଅସମ୍ବିଧାନିକ

ନୂଆଦିଲ୍ଲୀ: ନ୍ୟାୟିକ ହେଉ ବା ପୁଲିସ ହାଜତ, ମହିଳା ଦୋଷୀ ବା ଅଭିଯୁକ୍ତଙ୍କ ଭର୍ଜିନିଟି ଟେଷ୍ଟ ଅସମ୍ବିଧାନିକ। ୧୯୯୨ରେ କେରଳର ସିଷ୍ଟର ଅଭୟା ହତ୍ୟା ମାମଲାରେ ଅଭିଯୁକ୍ତ…