ଏଆଇର ଦୁରୁପଯୋଗ: କିଛି ସେକେଣ୍ଡରେ କଚ୍ଚା ରାସ୍ତା ପକ୍କା ହୋଇଗଲା- ଠିକାଦାରର ବିଲ୍ ପାସ୍

ଚାଟ୍‌ ଜିପିଟିରେ ପକ୍କା ରାସ୍ତା ତିଆରି କରିଦେଲେ ଠିକାଦାର। ନିଜର କଚ୍ଚା ରାସ୍ତାର ଫଟୋକୁ ଏଆଇ ଇମେଜ ଟୁଲ୍ ବ୍ୟବହାର କରି ସିମେଣ୍ଟ କଂକ୍ରିଟ୍ ରୋଡ କରିଦେଇ…

ନକଲି ଡିଆରଏମ- ଟିଟିଇ ହାତରେ ମଗାଉଥିଲା ଚା ବିସ୍କୁଟ

ଏସି କୋଚରେ ଯାଉଥିଲେ। ଆଦବକାଏଦା କିଛି କମ୍ ନଥିଲା। ନିଜକୁ ଏଡିଆରଏମ୍ କହୁଥିଲେ। ଆଉ ନାଁ ଆଲୋକ କୁମାର ଝା। ପାଖରେ ବି ନଥିଲା ଟିକେଟ। କିନ୍ତୁ…

ମୁଁ ପଳାତକ ନୁହେଁ- ଚର୍ଚ୍ଚାରେ ମାଲ୍ୟାଙ୍କ ପୋଡ଼କାଷ୍ଟ

ସେ ପଳାତକ ନୁହଁନ୍ତି। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ କହି ସେ ଭାରତ ଛାଡ଼ିଥିଲେ। ତାଙ୍କୁ ଚୋର କହିବା ଭୁଲ୍। ୬ହଜାର୨ଶହ କୋଟି ଟଙ୍କା ବଦଳରେ ବ୍ୟାଙ୍କ…

ପରକୀୟାପ୍ରୀତିରୁ ହାଇଭୋଲଟେଜ ଡ୍ରାମା

ସ୍ୱାମୀଙ୍କ ଚାଲିଥିଲା ପରକୀୟାପ୍ରୀତି। ଆଉ ସନ୍ଦେହରେ ପିଛା କରିଥିଲେ ପତ୍ନୀ। ଆଉ ସ୍ୱାମୀଙ୍କ ସହ ପ୍ରେମିକାକୁ ଏକାଠି ଦେଖି କଲେ ହଙ୍ଗାମା। ପ୍ରେମିକା ଘରେ ହିଁ ପ୍ରେମିକାକୁ…

ପନୋଲିଙ୍କୁ ୩ଟି ସର୍ତ୍ତରେ ଜାମିନ୍ ଦେଲେ ହାଇକୋର୍ଟ

ଆଇନ ଛାତ୍ରୀ ଶର୍ମିଷ୍ଠା ପନୋଲିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋଲକାତା ହାଇକୋର୍ଟ। ୩ଟି ସର୍ତ୍ତ ରଖିଛନ୍ତି କୋର୍ଟ। ଶର୍ମିଷ୍ଠା ନିଜର ପାସପୋର୍ଟ ସରେଣ୍ଡର କରିବେ। ପୁଲିସ ତଦନ୍ତରେ…

ବିବାହ କଲେ ମହୁଆ ମୈତ୍ର- ଟିଏମସି ସାଂସଦଙ୍କ ପ୍ରେମରେ ପିନାକୀ

ମହୁଆଙ୍କୁ ବିବାହ କଲେ ପିନାକୀ। ଜର୍ମାନୀରେ ଉଭୟ ବିବାହ ବନ୍ଧନରେ ବାନ୍ଧିହୋଇଥିବା ଚର୍ଚ୍ଚା ସୋସିଆଲ ମିିଡିଆରେ ଜୋରଦାର ଭାଇରାଲ ହୋଇଛି। ମେ ୩ ତାରିଖରୁ ଉଭୟ ବିବାହ…

ଶର୍ମିଷ୍ଠା ପନୋଲିଙ୍କୁ ମିଳିଲା ଜାମିନ୍..

ଶର୍ମିଷ୍ଠା ପନୋଲିଙ୍କୁ ମିଳିଲା ଜାମିନ୍। କୋଲକାତା ହାଇକୋର୍ଟ ଆଜି ୟୁଟ୍ୟୁବର ଶର୍ମିଷ୍ଠାଙ୍କୁ ଜାମିନ୍ ଦେଇଛନ୍ତି। ଆଇନ ଛାତ୍ରୀ ଶର୍ମିଷ୍ଠା ସାମ୍ପ୍ରଦାୟିକ ଉତ୍ତେଜନା କଲା ଭଳି ଭିଡ଼ିଓ ପୋଷ୍ଟ…

ଦୁଷ୍କର୍ମ ପୀଡ଼ିତାଙ୍କ ମାଆକୁ ଚିକିତ୍ସା କରିବାକୁ ଯାଇ ଲହୁଲୁହାଣ ହେଲେ ଡାକ୍ତର

ବଳାତ୍କାର ପୀଡ଼ିତାଙ୍କ ମାଆଙ୍କ ଚିକିତ୍ସା କରିବାକୁ ଯାଇଥିଲେ ଡାକ୍ତର। କିନ୍ତୁ ଲହୁଲୁହାଣ କରିଦେଲେ ଦୁର୍ବୃତ୍ତ। ଗଛରେ ବାନ୍ଧି ନିସ୍ତୁକ ପିଟିଲେ। ବିହାର ଜଙ୍ଗଲରାଜର ଆଉ ଏକ ନଜିର…

ଦଳାଚକଟା ଲାଗି ଦାୟୀ କିଏ ?

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟାରେ ୧୧ଜଣଙ୍କ ଜୀବନ ଚାଲିଗଲା। ୩୩ରୁ ଅଧିକ ଆହତ ହେଲେ। ଘଟଣାକୁ ନେଇ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷମା ମାଗିଛନ୍ତି। ମୃତକଙ୍କ…

ଆରସିବିର ବିଜୟ ସମ୍ୱର୍ଦ୍ଧନା ଉତ୍ସବ- ପାଲଟିଲା ମରଣଜନ୍ତା

ଆରସିବିର ଆଇପିଏଲ ଓ୍ୱିନ୍ ସେଲିବ୍ରେସନ ଅନେକଙ୍କ ଲାଗି କାଳ ସାଜିଲା। ବେଙ୍ଗାଲୁରୁ ବିଧାନସଭା ପାଖରେ ଘଟିଛି ଦଳାଚକଟା। ଚିନ୍ନାସ୍ୱାମୀ ଷ୍ଟାଡ଼ିଅମରେ ଗେଟ୍ ଭାଙ୍ଗି ଧସେଇ ପଶିବାକୁ କ୍ରିକେଟ…

ବେଙ୍ଗାଲୁରୁରେ RCB ବିଜୟ ଉତ୍ସବରେ ଭୟଙ୍କର ଭିଡ଼: ଦଳାଚକଟାରେ ୭ ମୃତ, ୩୦ରୁ ଅଧିକ ଆହତ

ଆଇପିଏଲ ୨୦୨୫ ରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପ୍ରଥମ ଥର ପାଇଁ ବିଜୟ ଅର୍ଜନ କଲା। ହେଲେ ବେଙ୍ଗାଲୁରୁରେ ବିଜୟ ଉତ୍ସବ ଏକ ବିପଦ ରୂପ…

ଶର୍ମିଷ୍ଠା ପନୋଲିଙ୍କୁ ମିଳିଲାନି ଅଦାଲତି ଆଶ୍ୱସ୍ତି

୨୨ ବର୍ଷୀୟ ଆଇନ ଛାତ୍ରୀ ଓ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଶର୍ମିଷ୍ଠା ପାନୋଲିଙ୍କୁ ମିଳିଲାନି ଅଦାଲତି ଆଶ୍ୱସ୍ତି। ଶର୍ମିଷ୍ଠାଙ୍କୁ ଜାମିନ ଦେଲେନି କୋଲକାତା ହାଇକୋର୍ଟ। ଅଭିବ୍ୟକ୍ତିର ସ୍ୱାଧୀନତା…