ପରଲୋକରେ ଭାରତ କୁମାର..

ଆଉ ନାହାନ୍ତି ଭାରତ କୁମାର। ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ଫିଲ୍ମ ନିର୍ଦେଶକ ମନୋଜ କୁମାରଙ୍କ ୮୭ ବର୍ଷରେ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ୱାଇର କୋକିଳାବେନ୍…

ଶ୍ରୀରାମ ନବମୀ ମହୋତ୍ସବ,ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପବିତ୍ର ଶ୍ରୀରାମ ନବମୀ ମହୋତ୍ସବକୁ ଭଦ୍ରକରେ ଶାନ୍ତି ଶୃଙ୍ଖଳାର ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ…

ପୁରୀରେ ପହଞ୍ଚିଲା ୧୧ ଖଣ୍ଡ ଫାଶୀ କାଠ

ରଥ ନିର୍ମାଣ ପାଇଁ ୧୧ ଖଣ୍ଡ ଫାଶୀ କାଠ ଆସି ପୁରୀରେ ପହଞ୍ଚିଛି ।ଟ୍ରକ୍ ଯୋଗେ ପରଜଙ୍ଗରୁ ଶ୍ରୀକ୍ଷେତ୍ର ଆସି ପହଞ୍ଚିଛି ରଥକାଠ । ଚଳିତବର୍ଷ ରଥ…

ମରାଠୀ ପାଇଁ ମାଡ଼..

ଡି ମାର୍ଟ ଷ୍ଟୋରର କର୍ମଚାରୀଜଣକର ଏତିକି ମାତ୍ର ଭୁଲ୍ ଥିଲା ଯେ, ସେ ହିନ୍ଦୀରେ କହିଥିଲେ। କାହିଁକି ମରାଠୀ ଭାଷା କହିଲେନି। ଏହାକୁ ନେଇ ମହାରାଷ୍ଟ୍ର ନହନିର୍ମାଣ…

ଚୈତ୍ର ମଙ୍ଗଲବାର ଅବସରରେ ମା’ ସମଲେଇଙ୍କ ଶୀତଳ ଯାତ୍ରା

ଚୈତ୍ର ମଙ୍ଗଲବାର ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ  ଶୀତଳ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି । ଶୀତଳ ଯାତ୍ରା ଅବସରରେ ମା’’ ଙ୍କ…

ବିନୋଦ କୁମାର ପାଇବେ ଜ୍ଞାନପୀଠ ପୁରଷ୍କାର

୫୯ତମ ଜ୍ଞାନପୀଠ ପୁରଷ୍କାର ପାଇବେ ବିନୋଦ କୁମାର। ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଲେଖକ, ସୁପ୍ରସିଦ୍ଧ କବି ଓ ଔପନ୍ୟାସିକ ବିନୋଦ କୁମାର ଶୁକ୍ଳ ଏହି ସମ୍ମାନଜନକ ପୁରଷ୍କାର…

ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ବୈଠକ ପ୍ରସ୍ତୁତି

ଭଦ୍ରକର ପ୍ରସିଦ୍ଧ ପର୍ବ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ…

ସବୁଠି ପଖାଳ କଂସାର ମହକ- ମୁଖ୍ୟମନ୍ତ୍ରୀ ଖାଇଲେ ପଖାଳ

ପଖାଳ ଶରୀର ଓ ମନ ପାଇଁ ବେଶ୍ ଶାନ୍ତିଦାୟକ। ଖରା ପାଗରେ ପଖାଳ ଖୁବ୍ ଉପକାରୀ। ତେଣୁ ଆମ ଓଡ଼ିଆଙ୍କ ପଖାଳ ସହ ନିବିଡ଼ ସମ୍ପର୍କ କେଉଁ…

୧୯ରୁ ତୋଷାଳୀ ମେଳା-ଏଥର ବେପାର ଟାର୍ଗେଟ ୨୮ କୋଟି

ମାର୍ଚ୍ଚ ୧୯ରୁ ୩୧ ଯାଏ ଭୁବନେଶ୍ୱର ଜନତା ମଇଦାନରେ ହେବ ତୋଷାଳି ଜାତୀୟ ହସ୍ତତନ୍ତ ମେଳା। ଦିନ ୩ଟାରୁ ରାତି ୧୦ଟା ଯାଏ ଖୋଲାରହିବ ମେଳା। ଏଥର…

ହୋଲିରେ ରାଜନୀତିର ରଙ୍ଗ- ଅଶୋକଙ୍କ ଧର୍ମପଦ ଉପାଖ୍ୟାନ

ହୋଲିରେ ରାଜନୀତି। ଦଳର ବିପର୍ଯ୍ୟୟ ପରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ଧର୍ମପଦ ଉପାଖ୍ୟାନ ଶୁଣାଇଛନ୍ତି। ବିଜେଡିର ତଥାକଥିତ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି ଅଶୋକ।…

ବିବାହ କରି ବାସନ୍ଦ ହେଲେ ପ୍ରଦୀପ ମାଝୀ

ବାହା ହେଲେ ବୋଲି ୧୨ ବର୍ଷ ବାସନ୍ଦର ସଜ୍ଜା। ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଏଭଳି ବାସନ୍ଦ କରିଛି ଭତ୍ରା ସମାଜ। ନିଜ ଜାତି ଛାଡ଼ି…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ

ଆଜି ପବିତ୍ର ଦୋଳପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଛି । ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ଆଶୀର୍ବାଦ ଓ ପୁର୍ଣ୍ୟ ପାଉଛନ୍ତି |…