ସଡ଼କ ଉପରେ ପଡିବାରୁ ଜଳିଗଲା ବିମାନ

ବ୍ରାଜିଲରେ ଏକ ବଡ଼ ଦୁର୍ଘଟଣା। ଏକ ବିମାନ ଦୁର୍ଘଟଣାରେ ଜଣେ ମୃତ ଏବଂ ୭ଜଣ ଆହତ । ବିମାନ ଦୁର୍ଘଟଣାର ଏକ ହୃଦୟବିଦାରକ ଭିଡିଓ ମଧ୍ୟ ସାମ୍ନାକୁ…

ପୁଣି ଧୋକା ଦେଲା ଗୁଗୁଲ ମ୍ୟାପ୍

ବାରମ୍ୱାର ଧୋକା ଦେଉଛି ଗୁଗୁଲ ମ୍ୟାପ୍। ବାଟ ଦେଖାଇବା ବଦଳରେ କରୁଛି ବାଟବଣା । ଗୁଗୁଲ ମ୍ୟାପକୁ ଭରଷା କରି କେତେବେଳେ ସାଧାରଣ ଲୋକ, ପର୍ଯ୍ୟଟକ ବାଟ…

ଥରିଲା ଚାଇନା

ଚାଇନାର ଶିନଜିଆଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କୌଣସି…

ଛାରଖାର ଲସଏଞ୍ଜେଲ୍ସ

ନିଆଁର ଆଁରେ ଲସଏଞ୍ଜେଲ୍ସ ଜଙ୍ଗଲ। ଆମେରିକାର ଲସଏଞ୍ଜେଲ୍ସ ଉପକୂଳ ପାସିଫିକ୍ ପାଲିସାଡେସ୍ ଓ ପାସାଡୋନା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡରୁ ହଜାର ହଜାର ଏକର ଜଙ୍ଗଲ ଧ୍ୱଂସ ହୋଇଯାଇଛି।…

ଭି ନାରାୟଣନ ଇସ୍ରୋ ଅଧ୍ୟକ୍ଷ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି ନାରାୟଣନ । ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବେ ତାଙ୍କୁ କେନ୍ଦ୍ର…

ସାମୁଦ୍ରିକ ବିମାନ କ୍ରାସ

ଅଷ୍ଟ୍ରେଲିଆରେ କ୍ରାସ ହେଲା ସାମୁଦ୍ରିକ ବିମାନ। ଏହି ଦୁର୍ଘଟଣାରେ ୩ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ…

ଦେଶରେ ଜନ୍ମ ନେଲା ‘ଜେନେରେସନ୍ ବିଟା’ ପ୍ରଥମ ଶିଶୁ

ଦେଶରେ ଜନ୍ମ ନେଲା ପ୍ରଥମ ‘ଜେନେରେସନ୍ ବିଟା’। ଭାରତରେ ଏହି ପିଢିର ପ୍ରଥମ ଶିଶୁ ଜାନୁଆରୀ ୧ରେ ମିଜୋରାମର ଅଜୱଲ ସହରରେ ଜନ୍ମଗ୍ରହଣ କରିଛି। ସୂଚନା ଅନୁଯାୟୀ,…

ପାକିସ୍ତାନୀ ସେନା ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ, ୪୭ ସୁରକ୍ଷାକର୍ମୀ ନିହତ

ପାକିସ୍ତାନୀ ସେନା ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ । ବିସ୍ଫୋରଣରେ ୪୭ ସୁରକ୍ଷାକର୍ମୀ ନିହତ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଆତ୍ମଘାତୀ ହମଲା…

ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ

ଜଷ୍ଟିନ ଟ୍ରୁଡୋ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେ ଏହାକୁ ନେଇ ଘୋଷଣା କରିଛନ୍ତି । ଦ ଗ୍ଲୋବ୍‌ ଆଣ୍ଡ୍‌ ମେଲ୍‌ର ରିପୋର୍ଟ ମୁତାବକ,…

ଭାରତରେ ଏଣ୍ଟ୍ରି ମାରିଲା ଏଚଏମପିଭି ଭାଇରସ

ଭାରତରେ ଏଣ୍ଟ୍ରି ମାରିଲା ଏଚଏମପିଭି ଭାଇରସ। ବେଙ୍ଗାଲୁରୁରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଛି। ୮ ମାସର ଶିଶୁ ପୁତ୍ର ଓ ୩ ମାସର ଶିଶୁ କନ୍ୟାକୁ ସଂକ୍ରମିତ…

ସିରିଜ୍ ଉତ୍‌କ୍ଷେପଣ, ପ୍ରସ୍ତୁତ ଇସ୍ରୋ

ସିରିଜ୍ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ଇସ୍ରୋ । ୨୦୨୫ରେ ଇସ୍ରୋ ଏକ ଦମ୍‌ଦାର ସିରିଜ୍ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଭାରତର ମହାକାଶ ଉଚ୍ଚାଭିଳାଷ ବୃଦ୍ଧି ପାଇବ…