ବାଂଲାଦେଶୀ ଆତଙ୍କବାଦୀକୁ ୭ ବର୍ଷ ଜେଲ୍..

ବାଂଲାଦେଶୀ ଆତଙ୍କବାଦୀକୁ ସାତ ବର୍ଷ କାରାଦଣ୍ଡ । ବେଙ୍ଗାଲୁରୁର ଜାତୀୟ ଅନୁସନ୍ଧାନ ଏଜେନ୍ସିର ସ୍ୱତନ୍ତ୍ର କୋର୍ଟ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଜଣେ ବାଂଲାଦେଶୀ…

ବଢିବ ଭାରତୀୟ ନୌସେନା ବଳ

ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ନୌସେନା। ସମୁ୍ଦ୍ରରେ ବଢିବାକୁ ଯାଉଛି ନୌବୀରଙ୍କ ବଳ । ପ୍ରଥମ ଥର ପାଇଁ ନୌସେନାରେ ଏକାସଙ୍ଗରେ ସାମିଲ ହେବାକୁ ଯାଉଛି ବୁଡାଜାହଜ,…

ବଦଳିଯିବ ବାଂଲାଦେଶର ନାମ !

ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯାହା ଶେଖ ହସିନାଙ୍କୁ କ୍ଷମତାରୁ ହଟାଇ ଦେଇଛି ତାହା ପୁଣି ଥରେ ସକ୍ରିୟ ହେବାକୁ ଯାଉଛି। ମଙ୍ଗଳବାର ଛାତ୍ର ନେତାମାନେ ରାଜଧାନୀ ଢାକାସ୍ଥିତ…

ମହିଳାଙ୍କ ବିରୁଦ୍ଧରେ ଆହୁରି କଠୋର ହେଲା ତାଲିବାନ

ମହିଳାଙ୍କ ବିରୁଦ୍ଧରେ ଆହୁରି କଠୋର ହେଲା ତାଲିବାନୀ। ଆଫଗାନିସ୍ତାନରେ ମହିଳାଙ୍କ ସ୍ୱାଧୀନତା ଉପରେ ଦିନକୁ ଦିନ ଅଧିକ ଅଙ୍କୁଶ ଲଗାଇଚାଲିଛି ତାଲିବାନୀ ଶାସନ। ଏପରିକି ଏଣିକି ମହିଳା…

ଜିମି କାଟରଙ୍କ ପରଲୋକ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାଟରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା। ଆମେରିକା ଇତିହାସରେ ସବୁଠୁ ଅଧିକ ସମୟ ବଞ୍ଚିଥିବା ରାଷ୍ଟ୍ରପତି…

ଆଫଗାନ-ପାକିସ୍ତାନ ସେନା ସଂଘର୍ଷ, ୨୨ ମୃତ…

ଆଫଗାନ-ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ । ସୀମା ପାର ହେବା ସ୍ଥାନରେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ସେନା ମଧ୍ୟରେ ପ୍ରବଳ ସଂଘର୍ଷ ଘଟିଛି । ଘଟଣାରେ…

ରୋମାନିଆରେ ଜୁନିଅର ସାଇନ୍ସ ଅଲିମ୍ପିଆଡରେ ଚମକିଲେ ଓଡ଼ିଆ ପୁଅ

ଦେଶରେ ଓଡ଼ିଆ ପୁଅଙ୍କ କମାଲ୍ । ରୋମାନିଆରେ ଜୁନିଅର ସାଇନ୍ସ ଅଲିମ୍ପିଆଡରେ ହାତେଇଲେ ବ୍ରୋଞ୍ଜ ପଦକ । ଓଡ଼ିଆ ପୁଅ ଅନିଶ ଜେନାଙ୍କୁ ନେଇ ଏବେ ସବୁଠି…

ପୁଣି ଏକ ବଡ଼ ବିମାନ ଦୁର୍ଘଟଣା, ୧୭୯ ମୃତ

ପୁଣି ଏକ ବଡ ବିମାନ ଦୁର୍ଘଟଣା। ଦକ୍ଷିଣ କୋରିଆରେ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। ଲ୍ୟାଣ୍ଡିଂ ବେଳେ ରନୱେରେ ଜଳିଗଲା ବିମାନ। ମୁଆନ ସହରରେ ପ୍ଲେନ…

ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ

ପୁଣି ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ। ଲ୍ୟାଣ୍ଡିଂ ବେଳେ ହୁ ହୁ ହୋଇ ଜଳିଗଲା ବିମାନ। ତେବେ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାଗ୍ରସ୍ତ…

ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ

୨୬/୧୧ ଆକ୍ରମଣର ଅଭିଯୁକ୍ତ ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ। ମୁମ୍ୱାଇ ଆକ୍ରମଣର ଅଭିଯୁକ୍ତ ଅବଦୁଲ ରେହମାନ ମକ୍କିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ମକ୍କି…

ବୁଡ଼ିଗଲା କାର୍ଗୋ ଜାହାଜ, ୨ ନିଖୋଜ

ବିସ୍ଫୋରଣ ପରେ ବୁଡ଼ିଗଲା କାର୍ଗୋ ଜାହାଜ, ଘଟଣାରେ ୨ ଜଣ ନିଖୋଜ ଥିବା ସୂଚନା । ଭୂମଧ୍ୟସାଗରରେ ରୁଷର ‘ଉର୍ଷା ମେଜର’ ଜାହାଜ ବୁଡ଼ିଯାଇଛି। ଏଥିରେ ଜାହାଜର…

କାଜାଖସ୍ତାନରେ ବଡ ଧରଣର ଦୁର୍ଘଟଣା, ୪୨ ମୃତ

କାଜାଖସ୍ତାନରେ ବଡ ଧରଣର ଦୁର୍ଘଟଣା।  ୨୫ ଡିସେମ୍ୱର ବୁଧବାର ଦିନ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଶିଛି। ଆଜେରବାଇଜାନ ଏୟାର ଲାଇନ୍ସର ଯାତ୍ରୀବାହୀ ବିମାନ…