ବାହାବଳପୁରରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନୂତନ ଗୃହର ଶିଳାନ୍ୟାସ କଲେ ବିଧାୟକ ବିଷ୍ଣୁବ୍ରତ 

ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ବାହାବଳପୁର ପ ।ୟତ ଅଧୀନ ଏକଡାଳ ଛକ ନିକଟରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହକୁ ବାସୁଦେବପୁର ବିଧାୟକ…

ବେଆଇନ୍ ଭାବେ ହାତେଇଥିବା ଆଠ ଡିସିମିଲ୍ ସରକାରୀ ଜମି ପଟ୍ଟାକୁ ଖାରଜ କରିବା ଦାବିରେ ଗ୍ରାମବାସୀଙ୍କ ଧାରଣା 

ଭଦ୍ରକ : ଭୂମିହୀନ ପରିବାର ନହୋଇ ଜଣେ ବ୍ୟକ୍ତି ବେଆଇନ୍ ଭାବେ ହାତେଇ ନେଇଥିବା ୮ ଡିସିମିଲ୍ ଜମିର ପଟ୍ଟାକୁ ଖାରଜ କରିବା ଦାବିରେ ତିହିଡି ତହସିଲ…

ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ୨୪ରେ ଆନ୍ଦୋଳନ, କ୍ରିୟାନୁଷ୍ଠାନ କମିଟିର ଚୂଡାନ୍ତ ପ୍ରସ୍ତୁତି ବୈଠକ, ଘଂଟିକିଆ ବନ୍ଦ ପାଇଁ ଅନୁରୋଧ

ଭଦ୍ରକ : ଭଦ୍ରକରେ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା ନେଇ ଦାବିକୁ ଅଧିକ ଜୋର କରିବା ପାଇଁ ଆସନ୍ତ ୨୪ ତାରିଖ ଜିଲ୍ଳାର ସମସ୍ତ ବ୍ଳକରେ…

ଶଙ୍କରପୁର-କନାଟିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଶଙ୍କରପୁର-କନାଟିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…

ଆରମ୍ଭ ହେଲା ମୋଚିଛକ-ମା’ ଭଦ୍ରକାଳୀ ରାସ୍ତା ସଂପ୍ରସାରଣ ଉଚ୍ଛେଦ ପ୍ରକ୍ରିୟା, ୪ ପ୍ଲାଟୁନ ପୁଲିସ୍ ଫୋର୍ସ ନିୟୋଜିତ

ଭଦ୍ରକ : ପ୍ରଶାସନର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାୟୀ ଭଦ୍ରକ ସହର ମୋଚିଛକ ଠାରୁ ମା’ ଭଦ୍ରକାଳୀଙ୍କ ପୀଠ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜିଠାରୁ ଜବରଦଖଲ…

ମୋଚିଛକ-ମା’ ଭଦ୍ରକାଳୀ ରାସ୍ତାର ସଂପ୍ରସାରଣ ପ୍ରସଙ୍ଗ, ଆଜିଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ!

ଭଦ୍ରକ : ଗତ ୩ ବର୍ଷ ଧରି ବିବାଦ ଘେରରେ ଥିବା ମୋଚିଛକ-ମା’ ଭଦ୍ରକାଳୀ ରାସ୍ତାର ସଂପ୍ରସାରଣ କାର୍ଯ୍ୟ ପାଇଁ ଆସନ୍ତାକାଲି (ରବିବାର) ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ…

ରାନ୍ଦିଆ ପଞ୍ଚା।ୟତରେ ଖାଉଟିଙ୍କ ୪ ମାସର ଚାଉଳ ହଡପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ : ଦାରିଦ୍ର୍ୟତା ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ରାସନ କାର୍ଡ ମାଧ୍ୟମରେ ଚାଉଳ ଯୋଗାଇ ଆସୁଛନ୍ତି ।…

ଦୋଳିରୁ ପଡି ଶିଶୁ ମୃତ

ଭଦ୍ରକ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମୋବାରକପୁର ଗ୍ରାମର ଚକ୍ରଧର ବେହେରାଙ୍କ ୧୩ ବର୍ଷିୟ ପୁତ୍ର କାହ୍ନା ଆଜି ଦିବା ୧.୪୫ ସମୟରେ ଦାଣ୍ଡରେ ଦୋଳିରୁ ପଡି…