୨୦୨୩ ଏସ୍‌ଇବିସି ତାଲିକାରେ ଡଗରା ଉପଜାତି ସ୍ଥାନିତ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ 

ଭଦ୍ରକ : ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥା ଘୋଷିତ ୨୦୨୩ ଏସ୍‌ଇବିସି ଜାତି ତାଲିକାରେ ଡଗରା (ପାଇକ ସର୍ଦ୍ଦାର) ଉପଜାତି ସ୍ଥାନିତ ହୋଇନଥିବା…

ମଲିକ ମଇଦାନରେ କମ୍ୟୁନିଟି ହଲ ନିର୍ମାଣର ଶିଳାନ୍ୟାସ, ପ୍ରକଳ୍ପ ବ୍ୟୟ ଅଟକଳ ୧ କୋଟି ୮୫ ଲକ୍ଷ, ୪ମାସ ଭିତରେ ସରିବ କାମ

ଭଦ୍ରକ : ଭଦ୍ରକ ସହରର ମଲିକ ମଇଦାନରେ ବିକାଶ ସହିତ କମ୍ୟୁନିଟି ହଲ ନିର୍ମାଣ ଲାଗି  ଶିଳାନ୍ୟାସ ହୋଇଛି ।  ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ…

ଭଦ୍ରକ ପୁଲିସକୁ ସଫଳତା, ଛିନତାଇ ଓ ଡିକିଭାଙ୍ଗି ଟଙ୍କା ଲୁଟ ମାମଲାରେ ୪ ଗିରଫ

ଭଦ୍ରକ : ଭଦ୍ରକ ପୁଲିସକୁ ମିଳିଛି ସଫଳତା । ସହରରେ ଛିନତାଇ ଓ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ଅପରାଧୀଙ୍କୁ ଠାବ କରିଛି ଟାଉନ…

କାରୁଆସାହିରେ ଗୁଳି ଫୁଟାଇଥିବା ଯୁବକ ଥାନାରେ ଅଟକ

ଭଦ୍ରକ : ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଧୀନସ୍ଥ ମୀରମହଲା କାରୁଆସାହିରେ ଫାଙ୍କା ଗୁଳିଚାଳନା ହୋଇଛି । ଗୁଳି ଶବ୍ଦ ଶୁଣି ସାହି ଲୋକେ ଭୟଭୀତ ହୋଇ…

ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ଓ ଜମି ପ୍ରମାଣପତ୍ର ଯୋଗାଇବା ପ୍ରସଙ୍ଗ, ଚାଷୀ ମୂଲିଆ ସଂଘ ପକ୍ଷରୁ ଗଣଧାରଣା ଚେତାବନୀ

ଭଦ୍ରକ : ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ଓ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମିର ପ୍ରମାଣପତ୍ର ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି ।…

ସାଳନ୍ଦୀ ଡିଗ୍ରୀ କଲେଜର ପ୍ରୋଜେକ୍ଟ ଫିକୁ ନେଇ ବିବାଦ, ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅତିରିକ୍ତ ଜିଲାପାଳଙ୍କୁ ଭେଟିଲେ

ଭଦ୍ରକ : ଭଦ୍ରକ ପୌରା ଳ ଅଧୀନ ଉ ରବାହିନୀସ୍ଥିତ ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରୋଜେକ୍ଟ ଫି କୁ ନେଇ ଛାତ୍ର ଅଶାନ୍ତ ଦେଖାଦେଇଛି । ପ୍ରୋଜେକ୍ଟ…

୫ଦଫା ଦାବି ନେଇ ଜିଲା ପ୍ରାଣୀଧନ ନିରୀକ୍ଷକଙ୍କ କଳାବ୍ୟାଚ୍ ପରିଧାନ

ଭଦ୍ରକ : ୫ ଦଫା ଦାବି ନେଇ ରାଜ୍ୟ ଅଣଗେଜେଟେଡ୍ ବୈଷୟିକ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ପ୍ରାଣୀଧନ ନିରୀକ୍ଷକ ମାନେ ଆଜି କଳାବ୍ୟାଚ୍ ପରିଧାନ କରିଛନ୍ତି…

ଅନ୍ଧ ବିଶ୍ୱାସ ସମାଜ ପାଇଁ କ୍ଷତିକାରକ, ଡାହାଣୀ ପ୍ରଥା ନିରୋଧ ସଚେତନତା ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

ଭଦ୍ରକ : ଗୁଣି, ଗାରେଡ଼ି, ଝଡ଼ା ଫୁଙ୍କା, ଡାହାଣୀ ପ୍ରଥା କଳାଯାଦୁ ନଖ ଦର୍ପଣ, ଖଟ ବୁଲା, କୁଲାବିଦ୍ୟା ଆଦି ଭଳି ଅନ୍ଧ ବିଶ୍ୱାସ ପ୍ରଥା ଆମ…

ତିହିଡ଼ି ବ୍ଲକରେ ରେ ଖରିଫ୍ ଧାନ ଚାଷର ପାଇଁ ୨୦ହଜାର ହେକ୍ଟର ଲକ୍ଷ, ପ୍ରତିକୂଳ ପାଗର ଅବସ୍ଥା ପାଇଁ ଚିନ୍ତାରେ ଚାଷୀକୂଳ

ଭଦ୍ରକ :  ଭଦ୍ରକ ଜିଲା ତିହିଡି ବ୍ଲକରେ ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୨୦ହଜାର ହେକ୍ଟର ଜମିରେ ଲକ୍ଷ୍ୟ ରଖାଯାଇଛି । ତେବେ ପାଗର…

ଯୋଜନା ନାଁରେ ହରିଲୁଟ, ବିଧାୟକଙ୍କ ପାଣ୍ଠିରୁ ୧ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ 

ଭଦ୍ରକ – ଗ୍ରାମା ଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ତେବେ ଏହି ଜନକଲ୍ୟାଣକାରୀ ଯୋଜନା ନାରେ ହରିଲୁଟ ଚାଲିଛି ।…