ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି କଟକ ସ୍ଥିତ କିଛି କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍ ଜେନେରାଲଙ୍କ ଅନୁରୋଧ କ୍ରମେ ଜୁଲାଇ ୨୬ (ବୁଧବାର ଦିନ) କଟକସ୍ଥିତ ବିଭିନ୍ନ…

କେନ୍ଦ୍ରାପଡା ଓ ଶାଖା କେନାଲରେ ପାଣି ଦେବା ନେଇ ବିଳମ୍ବ : ଚାଷୀ ଅସନ୍ତୋଷ

ସାଲେପୁର : ଜୁଲାଇ ମାସ ଶେଷ ହେବାକୁ ବସିଲାଣି । କେନ୍ଦ୍ରାପଡା ଓ ଏହାର ଶାଖା କେନାଲରେ ଜଳସେଚନ ବିଭାଗ ତରଫରୁ ପାଣି ଛଡାଯାଉନଥିବାରୁ ଚାଷୀମାନେ ନାହିଁ…

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଦେଢମାସ ବିତିଥିଲେ ମଧ୍ୟ ହିସାବ ସାର୍ବଜନୀନ ହେଉନାହିଁ, ସାଧାରଣରେ ତୀବ୍ର ଅସନ୍ତୋଷ

ସାଲେପୁର : ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାଦେବସ୍ନାନ ଯାତ୍ରା, ବାଲିଯାତ୍ରା ମହୋତ୍ସବ ଦେଢମାସ ବିତିଯାଇଥିଲେ ମଧ୍ୟ ପରିଚାଳନା କମିଟି ପକ୍ଷରୁ ଆୟବ୍ୟୟର ହିସାବ ସାର୍ବଜନୀନ କରାଯାଇନଥିବାରୁ…

ଜିଲ୍ଲା ଜଳ ପରିମଳ ମିଶନ ଦ୍ଵାରା ନିର୍ମିତ ଜୈବ ବିଘଟନ ଆବର୍ଜନା କୁଣ୍ଡ କାହା ସ୍ଵାର୍ଥରେ

ସାଲେପୁର : କଟକ ଜିଲ୍ଲା ପରିମଳ ମିଶନ ଦ୍ଵାରା ନିର୍ମିତ ବିଘଟନ ଅବର୍ଜନା କୁଣ୍ଡର ସଠିକ୍ ବିନିଯୋଗ କରାଯାଉନଥିବା ସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି…

ଚତୁର୍ଥ ପର୍ଯ୍ୟାୟରେ ୫-ଟିରେ ସାମିଲ ସ୍କୁଲର ଭିତ୍ତିଭୂମି ଅଭାବରୁ କାର୍ଯ୍ୟ ଆରମ୍ଭ ନେଇ ପ୍ରଶାସନ ଚିନ୍ତାରେ

ସାଲେପୁର : ମୋ ସ୍କୁଲ ଯୋଜନାରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇ ରୂପାନ୍ତରଣ କରିବାକୁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୪ର୍ଥ ପର୍ଯ୍ୟାୟରେ ୧୦…

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଉନ୍ନତି ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା କୁମ୍ଭୀର କାନ୍ଦଣା ସଦୃଶ

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତର ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ…

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବୁହାଳ ପଞ୍ଚାୟତ ନାଗାମଠ ନିକଟରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା…

ନିଶ୍ଚିନ୍ତକୋଇଲି ମିନି ଷ୍ଟାଡିୟମ ଅନାବନା ଗଛ ଘାସରେ ପରିପୂର୍ଣ୍ଣ : ସଫା କରୁଛନ୍ତି ପ୍ରଶିକ୍ଷାର୍ଥୀ

ସାଲେପୁର : ନିଶ୍ଚିନ୍ତକୋଇଲି ମିନି ଷ୍ଟାଡିୟମ ୧୦ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଫଳରେ ତତ୍କାଳୀନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଯେଉଁ ଉଦ୍ଦେଶ୍ୟରେ…

ଦୀର୍ଘ ବର୍ଷ ହେବ ଚାଲିଛି ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ : ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା

ସାଲେପୁର : ଗ୍ରାମାଞ୍ଚଳ ଗରୀବ ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ ୨୦୧୬ ମସିହାରେ ପ୍ରତ୍ୟେକ ବ୍ଲକରେ ଆଦର୍ଶ…