ଭିଡଓ ଭାଇରାଲ ପରେ ଆତ୍ମହତ୍ୟା କଲେ ଯୁବତୀ

Spread the love

ନିଶ୍ଟିତକୋଇଲ: ପ୍ରେମରେ ଅସଫଳ ହୋଇ ଜୀବନ ହାରିଲେ ଯୁବତୀ ।  ଏପରି ଆଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିତକୋଇଲିର 12 ନମ୍ବର ୱାର୍ଡରେ । ଜୀବନ ହାରିବା ପୂର୍ବରୁ ନିଜ ହ୍ୱାଟସପରେ ଲେଖିଥିଲେ ଦ ଏଣ୍ଡ

ତେବେ  ନର୍ସିଂ ପାଇଁ ଟ୍ରେନିଙ୍ଗ ନେଉଥିବା ଯୁବତୀ ଙ୍କ ଫୋଟ ଓ ଭିଡିଓ ଭାଇରାଲ ପରେ ଆତ୍ନହତ୍ୟା କରିଥିବା ଅଭିଯୋଗ ହେଇଛି । ତେବେ ସେହି ଗ୍ରାମର ଶୁସୀଲ ସେଠୀ ନାମକ ଯୁବକ ଯୁବତୀଙ୍କ ଫୋଟ ଓ ଭିଡିଓ ଭାଇରାଲ କରିଥିଲେ । ଯାହାକୁ ସହିନପାରି ସେ ଆତ୍ମହତ୍ୟା କରିଥିଲେ ।

ଯୁବତୀଙ୍କୁ ଏଭଳି କାଣ୍ଡ ପରେ ତାଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସୁଶୀଲ ତାଙ୍କୁ ପ୍ରତିଦିନ କଲେଜ ଯିବା ରାସ୍ତା ରେ ବିଭିନ୍ନ କଥା କହି ହଇରାଣ  କରୁଥିଲେ ।ତେବେ ଘଟଣା ପରେ ଉକ୍ତ ଯୁବକ କେଉଁଆଡେ ଗାଏଫ ହୋଇଯାଇଛନ୍ତି ।

ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *