ଭିଜିଲାନ୍ସ ଜାଲରେ ଆର୍‌ଡି ସହକାରୀ ଯନ୍ତ୍ରୀ

ଯାଜପୁର:ଆର୍‌ଡି ଜେଇ ଭୀମସେନ ମହାରଣା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଘଟଣା। ଆର୍. ଡି. ବିଭାଗର କୁଆଖିଆ ସେକ୍ସନ ଅଫିସ ଓ ଭୁବନେଶ୍ୱର ଘର ସମେତ ବିଭିନ୍ନ…

ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

ଆଳିର ପୂର୍ବତନ ବିଧାୟକ ତଥା ଆଳିର ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କର ପରଲୋକ । ୬୬ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା। ଭୁବନେଶ୍ୱରର ଏକ ଘରୋଇ…

ଜାଣନ୍ତୁ- କିଏ ପାଇବ ସରକାରଙ୍କଠୁ ଜମି?

ଯଦି ଜଣେ ବ୍ୟକ୍ତି ଓ ତାଙ୍କ ସହ ଏକାନ୍ନବର୍ତ୍ତୀ ପରିବାରରେ ବାସ କରୁଥିବା ସମସ୍ତ ସଦସ୍ୟଙ୍କର ରାଜ୍ୟର କୌଣସି ସ୍ଥାନରେ ଘରବାରି ଜମି ନଥିବ। ଏଣିକି ସେଭଳି…

କଳା ପୋଷାକ ପିନ୍ଧି ଘଣ୍ଟ, ପେଁକାଳୀ, ତୁରୀ ଓ ଗିନିରେ କଂଗ୍ରେସର ପ୍ରତିବାଦ

ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ, କଠୋର ଆଇନ ପ୍ରଣୟନ, ଦୁଷ୍କର୍ମ ପୀଡ଼ିତାଙ୍କୁ ଥଇଥାନ, ଆଦି ଦାବିରେ ଆରମ୍ଭରୁ ଅଡ଼ି ବସିଥିବା କଂଗ୍ରେସ ଧୀରେ ଧୀରେ…

ମିଡିଆ କଭରେଜ- ବିଧାନସଭାରୁ ବିରୋଧୀଙ୍କୁ ପାତରଅନ୍ତର

() ବିରୋଧୀଙ୍କୁ ପାତରଅନ୍ତର କରାଯାଉଛି। ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଜାଣିଶୁଣି ବିରୋଧୀଙ୍କ ପ୍ରତିବାଦକୁ ସିଧାପ୍ରସାରଣ ବେଳେ ଦେଖାଯାଉନି। ଗଲା କିଛି ଦିନ ହେଲା ଜାଣିଶୁଣି ବିରୋଧୀଙ୍କ ଭିଜୁଆଲକୁ…

ଯୌନ ଶୋଷଣର ଶୀକାର ହୋଇଥିଲେ କିଟ୍ ନେପାଳୀ ଛାତ୍ରୀ

ଯୌନ ଶୋଷଣର ଶୀକାର ହୋଇଥିଲେ କିଟ୍ ର ନେପାଳୀ ଛାତ୍ରୀ। ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଲିଖିତ ଉତ୍ତରରେ ଏ କଥା ସ୍ୱୀକାର କରିଛନ୍ତି ଉଚ୍ଚଶିକ୍ଷା…

ଏପ୍ରିଲରୁ ଭୁବନେଶ୍ୱରରୁ ଗୋଆ ବିମାନସେବା

ଏପ୍ରିଲ ପହିଲାରୁ ଗୋଆକୁ ଉଡ଼ିବ ବିମାନ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ ସିଧାସଳଖ ଉଡ଼ିବ ବିମାନ। ସପ୍ତାହକୁ ଚାରି ଦିନ ଏହି ସେବା ଉପଲବ୍ଧ…

ଚାକିରୀରୁ ବିଦା ହେଲେ ଅମିନ

ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଚାକିରୀରୁ ବିଦା ହେଲେ ଅମିନ। ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲରେ ଅମିନ ଭାବେ କାର୍ଯ୍ୟରତ ଶୁଭ୍ରଜ୍ୟୋତି ସାହୁଙ୍କୁ ସରକାର…

ସବୁଠି ପଖାଳ କଂସାର ମହକ- ମୁଖ୍ୟମନ୍ତ୍ରୀ ଖାଇଲେ ପଖାଳ

ପଖାଳ ଶରୀର ଓ ମନ ପାଇଁ ବେଶ୍ ଶାନ୍ତିଦାୟକ। ଖରା ପାଗରେ ପଖାଳ ଖୁବ୍ ଉପକାରୀ। ତେଣୁ ଆମ ଓଡ଼ିଆଙ୍କ ପଖାଳ ସହ ନିବିଡ଼ ସମ୍ପର୍କ କେଉଁ…

ସାବଧାନ- ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି?

ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି। ସାବଧାନ। ବିନା ଫିଟନେସରେ ବିପଦସଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ୪୬୦ ବସ୍। ବିଧାନସଭାରୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ। ସର୍ବମୋଟ୍…

ନବୀନଙ୍କୁ ପାଗଳ ସଜାଇଥିଲେ ପାଣ୍ଡିଆନ୍: ପଦ୍ମଲୋଚନ

ନବୀନଙ୍କୁ ପାଗଳ କରି ରଖାଯାଇଥିଲା। ମେଡିସିନ୍ ଦେଇ ପାଣ୍ଡିଆନ୍ ପୁରା କବଜା କରି ରଖିଥିଲେ। ମେଡିସିନ୍ ପ୍ରଭାବରେ ନବୀନ କିଛି ଜାଣିପାରୁନଥିଲେ। ଅନେକ ବିଚଳିତ କଲା ଭଳି…