ଜୁଲାଇ ୬ ଯାଏ ଜେଲ୍‌ରେ ରହିବେ ବିଭବ

Spread the love

ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିଭବ କୁମାରଙ୍କ ହାଜତ ମିଆଦ ଜୁଲାଇ ୬ ଯାଏ ବଢ଼ିଲା। ମେ ୧୮ରେ ଗିରଫ ହୋଇଥିଲେ ବିଭବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବ୍ୟକ୍ତିଗତ ସଚିବ ଥିଲେ ବିଭବ। ତିସ୍ ହଜାରି କୋର୍ଟରେ ଆଜି ଭିଡ଼ିଓ କନଫରେନ୍ସିଂରେ ହାଜର ହୋଇଥିଲେ ବିଭବ। ଶନିବାର ତାଙ୍କର ହାଜତ ମିଆଦ ସରୁଥିଲା।

Leave a Reply

Your email address will not be published. Required fields are marked *