ଫରେଷ୍ଟ ପାର୍କରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

Spread the love

ଧାମନଗର ଫରେଷ୍ଟ ପାର୍କରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। ଆଜି କିଛି ସ୍ଥାନୀୟ ଲୋକେ ଅବସ୍ଥାରେ ଦେଖିବା ପରେ ଧାମନଗର ପୋଲିସ କୁ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ତଦନ୍ତ ପରେ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ବୋଲି ଜଣାପଡିବ।

Leave a Reply

Your email address will not be published. Required fields are marked *