ବସଷ୍ଟାଣ୍ଡରେ ଉତ୍ତେଜନା

Spread the love

ବାରିପଦା ବସଷ୍ଟାଣ୍ଡରେ ଗଣ୍ଡଗୋଳ, ହଣାକଟା। ଏଥିରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସଷ୍ଟାଣ୍ଡରେ ବସ ରହିବା ଓ ଛାଡିବା ସମୟକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।  

Leave a Reply

Your email address will not be published. Required fields are marked *