ଜେଲ ଅନ୍ତେବାସୀଙ୍କ ଗଳା କାଟି ହତ୍ୟା ଉଦ୍ୟମ

Spread the love

 ପୁରୀ: ଜେଲ୍ ଭିତରେ ତଣ୍ଟି କାଟି ଅନ୍ତେବାସୀଙ୍କୁ ହତ୍ୟା ଉଦ୍ୟମ। ଆକ୍ରମଣରେ ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ଧୀଧେନ୍ଦ୍ରନାଥ ଓରଫ୍ ପପୁ ବରାଳ ଗୁରୁତର ଆହତ। ଗୁରୁତର ଅବସ୍ଥାରେ ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଦଦାବଟି ଆଦାୟ ମାମଲାରେ ଚଳିତମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିଲା ପପୁ ବରାଳ ।

ଏହି ଘଟଣା ପରେ ଏବେ ଜେଲରେ ବନ୍ଦୀଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନବାଚୀ। କେଉଁଠୁ ଆସିଲା ତଣ୍ଟି କାଣ୍ଟିବା ଉପକରଣ? ବେକ କାଟିବା ପାଇଁ ଯୋଜନା ହୋଇଥିବା ବେଳେ ଜେଲ କର୍ତ୍ତୃପକ୍ଷ କଣ କିଛି ଜାଣି ପାରିନଥିଲେ? 

Leave a Reply

Your email address will not be published. Required fields are marked *