କଲମ୍ବିଆ: ଆତଙ୍କୀ ଆକ୍ରମଣରେ ୮ ପୁଲିସ ମୃତ

Spread the love

ବୋଗଟା: କଲମ୍ବିଆରେ  ପୁଲିସ ଉପରେ ଆକ୍ରମଣ ହୋଇଛି। ପୁଲିସ ଗାଡି ଉପରେ ଆତଙ୍କବାଦୀ  ବିସ୍ଫୋରଣ କରିବା ଫଳରେ ୮ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଏପରି ଘଟଣା ଘଟିଛି। ଏସମ୍ପର୍କରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ

ରାଷ୍ଟ୍ରପତି ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଦେଶରେ ଶାନ୍ତି ଭଙ୍ଗ କରିବା ପାଇଁ ପ୍ରୟାସକୁ ରାଷ୍ଟ୍ରପତି ଘୋର ନିନ୍ଦା କରିଛନ୍ତି।

ଇଭାନ ଡ୍ୟୁକ୍‌  ବୋଗୋଟା ସ୍ଥିତ ପୁଲିସ୍ ଏକାଡେମୀ ଉପରେ ୨୦୧୯ରେ କାର୍ ବୋମା ଆକ୍ରମଣ କରିଥିଲେ । ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *