ବିଜେପି ନେତା କହି ଚ୍ରାଫିକ ପୋଲିସକୁ ଧମକ ଦେଉଥିବା ଭିଡିଓ ହେଲା ଭାଇରାଲ

Spread the love

ମେରଟ : ମେରଟେର ଟ୍ରାଫିକ ପୋଲିସକୁ ଧମକ ଦେଉଥିବା ଜେଣ  ବିଜେପି ନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓର ହେଲେମଟ ବିହୀନ ସ୍କୁଟି ଅୋରାହୀ ଜେଣ ବେିଜପି ନେତା ଭାବେର ଉପସ୍ଥାପନ କରୁଛନ୍ତି ଏବଂ ପୋଲିସକୁ ଧମକ ଦେଉଛନ୍ତି । ଏସପି ଟ୍ରାଫିକ ଏହି ଘଟଣାର ତଦନ୍ତ ଯାଂଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଇଂଟେନଟ ମିଡିଅୋର ଭାଇରାଲ ହେଉଥିବା ଭିଡିଓ କଂକରଖଡା ଅଂଚଳରେବାଲି ଜଣା ପଡିଛି । ଏଠୋର ଟ୍ରାଫିକ ପୋଲିସ ଗାଡି ଯାଂଚ କରୁଛନ୍ତି । ଏହି ସମୟେର, ସ୍କୁଟି ଅୋରାହୀ ବିନା ହେଲେମଟ ପିନ୍ଧି ଆସନ୍ତି । େଯେତେବେଳ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥାଏ, ସେତେବେଳ ସେ ପୋଲିସ କମର୍ଚାରୀଙ୍କୁ ଧମକ ଦେବା ଆରମ୍ଭ କରିଦିଏ । ଭିଡିେଓର ବ୍ୟକ୍ତି ଜଣକ କହୁଛନ୍ତି ଯେ ମୁଁ ଜେଣ ବେିଜପି ନେତା । ପରିହାସକରି କହେିଲ ଆପଣ ଜାଣନ୍ତି ନାହିଁ ମୁଁ ବେିଜପିର ଜେଣ କାଉନସିଲର । ଦେଖନ୍ତୁ, ବେିଜପି କାଉନସିଲରଙ୍କ ଚାଲାଣ କାଟାଯାଉଛି । ମୋର ହେଲେମଟ ଏବଂ ଲାେଇସନ୍ସ ଏଠାରୁ ଅଧ କେିଲାମିଟର ଦୂରେର ମ୍ୟୁନିସିପାଲିଟି ରେ ରଖାଯାଇଛି । ସେମୋନ ମେୋତ କାଗଜପତ୍ର ମାଗୁଛନ୍ତି । ସେହି ବ୍ୟକ୍ତି ଧମକ ଦେଉଥିବାର ଦେଖି ପୋଲିସ କମର୍ଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥେôଲ ଓ ପେର ସେହି ବ୍ୟାକ୍ତି ସେଠାରୁ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *