କିଟ୍ ଘଟଣାରେ ପୁଣି ୬ ଜଣଙ୍କୁ ନୋଟିସ। ଉଚ୍ଚସ୍ତରିୟ କମିଟି ପାଖରେ ୨୭ରେ ହାଜର ନିର୍ଦ୍ଦେଶ ଜାରି। ଉଚ୍ଚ ଶିକ୍ଷା ବିଭାଗର ସୂଚନା ଅନୁଯାୟୀ ୬ ଜଣଙ୍କୁ ନୋଟିସ୍। ସେହିପରି ଚିଫ୍ ପ୍ରୋକ୍ଟର ପିକେ ପଟ୍ଟନାୟକଙ୍କୁ ନୋଟିସ,ହଷ୍ଟେଲ କୁଇନ୍ କାଷ୍ଟଲ ଅଧୀକ୍ଷକ ସଂହିତା ମିଶ୍ରଙ୍କୁ ନୋଟିସ୍,ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତିଙ୍କୁ ନୋଟିସ୍,ଆଇସି ମୁଖ୍ୟ ଈପସିତା ଶତପଥୀଙ୍କୁ ହାଜର ନୋଟିସ୍,ଆଡମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ନୋଟିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now