+୩ ନାମଲେଖା ପାଇଁ ତୃତୀୟ ତାଲିକା ପ୍ରକାଶ ; ୧୮ରୁ ନାମଲେଖା

+୩ ନାମଲେଖା ପାଇଁ ତୃତୀୟ ତାଲିକା ପ୍ରକାଶ ପାଇଛି । ଏଥିରେ ମୋଟ ୪୪.୦୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୪,୮୭୮ ଜଣ ଛାତ୍ରୀ ୧୯,୧୮୧ ଜଣ ଛାତ୍ର ଏବଂ ଜଣେ କିନ୍ନର ରହିଛନ୍ତି । ଏଥିରୁ ବିଜ୍ଞାନ ବିଭାଗ ପାଇଁ ୧୪,୩୩୨ ଜଣ ଚୟନ ହୋଇଥିବା ବେଳେ କଳାରେ ୨୫,୭୯୧ , ବାଣିଜ୍ୟରେ ୨, ୮୮୦ ଶାସ୍ତ୍ରୀରେ ୧୯୮ ସେଲ୍ଫ ଫାଇନାନ୍ସିଂରେ ୮୧୬ ଏବଂ ଆଇନ ବିଭାଗରେ ୪୩ ଜମ ରହିଛନ୍ତି ।

୧୮ ତାରିଖ ସକାଳ ୯ଟାରୁ ୨୨ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମଲେଖାଇବେ । ଅଗଷ୍ଟ ୧ରେ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *