ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ

Spread the love

ବାଲିଆପାଳ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଛକ ରେ ଘଟିଛି ଅଭାବନୀୟ ଘଟଣା ।   ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ । ମାଟି ପରିବହନ ବେଳେ ଓଲଟି ପଡିଲା ମାଟି ବୁଝେଇ ଟ୍ରାକ୍ଟର । ଆଜି ସକାଳେ ଯୁବକ ଜଣ ଙ୍କ ଟ୍ରାକ୍ଟର ରେ ମାଟି ବୁଝେଇ କରି ପାଖ ଗାଁ ରେ ଢାଳିବାକୁ ଯାଇଥିବା ବେଳେ ଗେଙ୍ଗୁଟିଆ ଛକ ନିକଟରେ ଟ୍ରାକ୍ଟର ଟି ଭାରଶ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡି ଥିଲା । ଘଟଣା ସ୍ଥଳରେ ଡ୍ରାଇଭର ଜଣକ ଗାଡି ତଳେ ଚାପି ହୋଇ ରହିଥିଲେ । ଗ୍ରାମବାସୀ ଙ୍କ ଦ୍ୱାରା ଉଦ୍ଧାର କରି ବାଲିଆପାଳଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଡ୍ରାଇଭର ଜଣ ଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା  ବୋଲି ଜଣାପଡିଛି  । ଘଟଣାସ୍ଥଳେ ବାଲିଆପାଳ ପୋଲିସ ପହଂଚି ଅଧିକ ତଦନ୍ତ କରୁଛି

Leave a Reply

Your email address will not be published. Required fields are marked *