ସରକାରଙ୍କ ପଦେକ୍ଷପକୁ ପୂର୍ଣ୍ଣ ସମର୍ଥନ ଦେବେ କହିଲେ ରାହୁଲ

ପହଲଗାମ ଆକ୍ରମଣ ନେଇ ସର୍ବଦଳୀୟ ବୈଠକ ।କାଶ୍ମୀର ପହଲଗାମ ଆକ୍ରମଣ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ। ଦେଶ ପାଇଁ ଏକାଠି ହେଲେ ସବୁ ଦଳର ନେତା ।କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ନେତା ସାମିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବୈଠକ ।ସରକାରଙ୍କ ପଦେକ୍ଷପକୁ ପୂର୍ଣ୍ଣ ସମର୍ଥନ ଦେବେ କହିଲେ ରାହୁଲ ।ଜାମ୍ମୁ କାଶ୍ମୀରରେ ଶାନ୍ତି ବଜାୟ ରହିବା ଜରୁରୀ କହିଲେ ଖଡଖେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *