ଚୀନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

Spread the love

ବେଜିଂ: ଚୀନରେ ଭୂକମ୍ପ ଝଟକା। ଆଜି ସକାଳ ୧୦ଟାରେ ଭୂମିକମ୍ପରେ ଥରିଉଠିଥିଲା ଚୀନ। ଚୀନର ସିଚୁଆନ ସହରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୮ ଥିବା ରେକର୍ଡ କରାଯାଇଛି।

ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା କି ସିଚୁଆନ ଲୋକେ ଏକ ଭୟଙ୍କନ କମ୍ପନ ଅନୁଭବ କରିଥିଲେ। ଏହା ପରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଏଥିରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡି ନାହିଁ।

Leave a Reply

Your email address will not be published. Required fields are marked *