ଜାତୀୟଭାଇରାଲ୍ ଭିଡିଓ

ନୃତ୍ୟ କରି ଚର୍ଚ୍ଚାରେ ଦିଦି…ଦେଖନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡ଼ିଓ

ପାରମ୍ପାରିକ ନୃତ୍ୟ କରି ଚର୍ଚ୍ଚାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ସବୁବେଳେ କିଛି କଥା କୁ ନେଇ ଚର୍ଚ୍ଚାରେଥାନ୍ତି , କେବେ  ସେ ଭିଡ଼ ମଧ୍ୟରେ ଫୁଟବଲ୍ ଫିଙ୍ଗନ୍ତି ତଃ କେବେ ସେ ନିଜର ସରଳତା ସହିତ ସମର୍ଥକଙ୍କ ହୃଦୟରେ ପ୍ରବେଶ କରନ୍ତି | ଏଥର ମମତା ପଶ୍ଚିମବଙ୍ଗର ଆଲିପୁରଡୁଆରରେ ଲୋକ କଳାକାରଙ୍କ ସହ ନାଚୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି l ଜାତୀୟ ଗଣମାଧ୍ୟମ ଅନୁଯାୟୀ ମମତା ବାନାର୍ଜୀ ଏଠାରେ ଏକ ଜଣବିବାହ ଉତ୍ସବରେ ଯୋଗ ଦେଇଥିବା ସମୟରେ ସେ ଲୋକ କଳାକାରମାନଙ୍କ ସହିତ ପାରମ୍ପାରିକ ନୃତ୍ୟ କରିଥିଲେ |

Related Articles

Leave a Reply

Your email address will not be published.

Back to top button