ଘରେ କେହି ନ ଥିବାର ସୁଯୋଗ ନେଇ ଦୃବୁର୍ତ୍ତ ଭିଆଇଲେ ନାରକୀୟା କାଣ୍ଡ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସିସି ଟିଭିରେ କଏଦ ହେଲା ଚୋରର ଭିଜୁଆଲ ସୂଚନା ମୁତାବକ ରାଜକନିକା ଥାନା ଅନ୍ତର୍ଗତ ବାଘବୁଦା ପଞ୍ଚାୟତ ସେବାସାହି ଗାଁ ରତିକାନ୍ତ ପ୍ରଧାନ ଗତ କାଲି ଏକ ବିଶେଷ କାମରେ ବାହାରକୁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଦୃବୁର୍ତ୍ତ ମାନେ ସିଢି ଘର ଆଜବେଷ୍ଟ ଭାଙ୍ଗି ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏ ନେଇ ରତିକାନ୍ତଙ୍କୁ ସ୍ଥାନୀୟ ଲୋକେ କହିବାରୁ ରତିକାନ୍ତ ଆସି ରାଜକନିକା ଥାନାରେ ଲିଖିତ ଆଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଥିବା ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now