ପାରାଦୀପରୁ ଜଳେଶ୍ଵର ୨ ଶହ କିମି ପିଏନସି କମ୍ପାନୀର ତୈଳ ପାଇପ୍ କାମ ଚାଲିଥିବା ବେଳେ ଗତକାଲି ରାତ୍ରିରେ କେନ୍ଦ୍ରାପଡ଼ା ରାଜକନିକା ହାବଳଗଣ୍ଡ ଗାଁ ନିକଟରୁ ଚାରିଜଣ ଚୋର ହାଇଡ୍ରା ଗାଡି ସାହାଯ୍ୟ ଟ୍ରଲରରେ ଲୋର୍ଡ କରିଥିବା ବେଳେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀ କମ୍ପାନୀକୁ ଖବର କରିଥିଲେ କମ୍ପାନୀ ଅଧିକାରୀଙ୍କ ସୂଚନା ମୁତାବକ କେନ୍ଦ୍ରାପଡ଼ା ଏସପି, ପଟ୍ଟାମୁଣ୍ଡାଇ ଏସ୍ଡ଼ିପିଓ ରାଜକନିକା ପୋଲିସ ଦ୍ୱାରା ଏକ ଟିମ ଚଢାଉ କରି ଘଟଣା ସ୍ଥଳରୁ ଚାରିଜଣଙ୍କୁ ଗିରଫ କରିବା ସହ ଦୁଇଟି ଟ୍ରଲର, ଗୋଟିଏ ହାଇଡ୍ରା ଓ ଦୁଇଟି ବାଇକ ସହ ଗୋଟିଏ ଡିଜାର କାରକୁ ଜବତ ଏବଂ ଦଶ ଲକ୍ଷ ଟଙ୍କାର ୯ପିସ ପାଇପକୁ ଜବତ କରିଛି ପୋଲିସ। । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now