Balangir

ବଲାଙ୍ଗୀରରେ ରାଜ୍ୟର ସର୍ବାଧିକ ବର୍ଷା

ବଲାଙ୍ଗୀର : ଲଘୁଚାପ ଜନିତ ବର୍ଷା ଯୋଗୁଁ ସହରରେ ବର୍ଷା ଲାଗି ରହିଥିବାବେଳେ ରାଜ୍ୟର ସର୍ବାଧିକ ବର୍ଷା ଗତ ୨୪ ଘଣ୍ଟାରେ ବଲାଙ୍ଗିର ଜିଲ୍ଲାରେ ହୋଇଥିବା ନେଇ ଆଜି ନିଜ କାର୍ଯ୍ୟାଳୟଠାରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଜିଲ୍ଲାର ଗୁଡଭେଲା ବ୍ଲକରେ ରାଜ୍ୟର ସର୍ବାଧିକ ବର୍ଷା ହୋଇଛି ବୋଲି ଜିଲ୍ଲାପାଳ ରାଣା ସୂଚନା ଦେଇଛନ୍ତି । ବଲାଙ୍ଗୀର ସହରରେ ୧୬୩ ମିଲିମିଟର ବର୍ଷା ହୋଇଛି ଓ ଅନ୍ୟପଟେ ଜରୁରୀକାଳୀନ ପରିସ୍ଥିତିର ମୁକାବିଳା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ଥିବା ନେଇ ରାଣା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button