ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇବ ବିଏମସି

Spread the love

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ି ଗୁଡିକୁ ହଟାଇବ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଅଚଳ ହୋଇ ପଡ଼ିଥିବା ଗାଡ଼ି ଉପରେ ନୋଟିସ୍ ଲଗାଯାଇଛି ।

Leave a Reply

Your email address will not be published. Required fields are marked *