ରାଜଧାନୀ‌ରେ ହାତୀ, ଭୟଭୀତ ସ୍ଥାନୀୟ ଲୋକେ

Spread the love

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ସମ ହସ୍ପିଟାଲ ନିକଟସ୍ଥ ଗ୍ରାମରେ ଜଣେ ଗ୍ରାମବାସୀଙ୍କ ଘରେ ହାତୀ ପଶିଥିଲା l। ପ୍ରଥମ ଥର ପାଇଁ ଏହି ଅଞ୍ଚଳକୁ ହାତୀ ଆସିଥିବା କହିଛନ୍ତି ସ୍ଥାନୀୟ ଲୋକ। ହାତୀ ପଶି ଦୁଇଟି ପାଚେରୀ ଭାଙ୍ଗି ଦେଇଥିବା ମଧ୍ୟ କୁହାଯାଉଛି।
ଏଭଳି ଘଟଣାର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଆଜି ଭୋର୍ ୪ଟାରେ ଏହି ଚିତ୍ର କ୍ୟାମେରାରେ କଏଦ ହେଇଛି। ଏହି ଘଟଣା ଏବେ ରାଜଧାନୀ‌ରେ ଚର୍ଚ୍ଚାର ବି‌ଷୟ ହୋଇଛି।

Leave a Reply

Your email address will not be published. Required fields are marked *