ଚାଷୀଙ୍କୁ ମିଳିନି ଖରିଫ ଋଣ

Spread the love

ଗଞ୍ଜାମ : ଗଞ୍ଜାମ ଜିଲାରେ ଚାଷୀମାନେ ଖରିଫ ଧାନଚାଷ ପାଇଁ ଚାଷବାଷ କାମ ଆରମ୍ଭକରି ଦେଲଣି । ତେବେ ଦୀର୍ଘଦିନ ହେଲା ଏହି ଚାଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିର ଶେରଗଡ଼ ବ୍ଲକ ପିତଳ ସେବା ସମବାୟ ସମିତି ମାଧ୍ୟମରେ ଆସିକା କେନ୍ଦ୍ର ସମବାୟ ସମିତି ଶେରଗଡ ଶାଖାରେ ରୁଣ ପାଇଁ ଆବେଦନ କରି ରୁଣ ପାଇନଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।ତୁରନ୍ତ ରୁଣ ମଂଜୁର ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *