ଘର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ ଜଣାଇବା ଉଦ୍ଦେଶ୍ୟରେ ଦିଲ୍ଲୀ ଯିବେ ବସ୍ତି ବାସିନ୍ଦା

Spread the love

ଗଞ୍ଜାମ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ବିମଳା ନଗର ନିକଟସ୍ଥ ଶାଳିଆ ବନ୍ଧ ହୁଡାରେ ଦୀର୍ଘ ୨୫ ବର୍ଷ ଧରି ରହୁଥିବା ଗରିବ ଅସହାୟଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ମଧ୍ୟ ଏଯାବତ୍ ମିଳିଲା ନାହିଁ । ତେଣୁ ଏହି ବସ୍ତି ବାସିନ୍ଦା ଆସନ୍ତା ଜୁନ୍ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ ଜଣାଇବା ଉଦ୍ଦେଶ୍ୟରେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *