ନୂଆପଡ଼ା : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ର ସଦସ୍ୟ ନୂଆପଡ଼ା ପହଞ୍ଚିଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟ ମାନେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସାଇପଲା ଜଳସେଚନ ପ୍ରକଳ୍ପ ର ସ୍ଥିତି ସମୀକ୍ଷା କରିବା ସହ ଉପର ଯୋଙ୍କ ଜଳସେଚନ ପ୍ରକଳ୍ପ ର ଅନୁଧ୍ୟାନ କରିବେ । ଉପର ଯୋଙ୍କ ପ୍ରକଳ୍ପ ର ଜଳ କ୍ଷମତା ଏବଂ ଜଳ ପ୍ରବାହ ର ସ୍ଥିତି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now