ଭଙ୍ଗାଗଲା ନନ୍ଦିଘୋଷ ରଥ

Spread the love

ପୁରୀ : ଗତକାଲି ନନ୍ଦିଘୋଷ ରଥ ଭଙ୍ଗା କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଯାଇଥିଲା । କେବଳ ତାଳଧ୍ୱଜ ରଥ ଭଙ୍ଗା ଯିବା ବାକି ରହିଛି । ଏହି ଭଙ୍ଗା କାର୍ଯ୍ୟରେ ଭୋଇ ସେବାୟତ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱଅବଧାନରେ ଏହି ଭଙ୍ଗା କାର୍ଯ୍ୟ ହୋଇଥିଲା । ରଥ ଭଙ୍ଗା ସମୟରେ ଚାରିପଟେ ବ୍ୟାରିକେଡ଼ ହେବା ସହ ପୋଲିସ ନିୟୋଜିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *