ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । ପୁରୀ ମନ୍ଦିର ରେ ଲାଗିବ ଅଣ୍ଟିଡ୍ରୋନ ଟେକନୋଲୋଜି ।ଏନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ
ଅଣ୍ଟିଡ୍ରୋନ ଟେକ ନୋ ଲୋଜି ଲାଗିଲେ ଡ୍ରୋନ ଉଡିବା ଉପରେ ଏହାକୁ ଖସାଇ ଦିଆ ଯାଇ ପାରିବ । ଆବଶ୍ୟକ ପଡିଲେ ଅର୍ଥ ମନ୍ଦିର ପ୍ରସାସନ ଦେବ । ଏନେଇ ବିଚାର ଚାଲିଥିବା କହିଲେ ଆଇନ ମନ୍ତ୍ରୀ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now