ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଙ୍କୁ କାରଣ ଦର୍ଶାଅ ନୋଟିସ

Spread the love

ଭୁବନେଶ୍ୱର : କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିବା ଜଣା ପଡିଛି । ସରକାରୀ ନିୟମ ନ ମାନି ସଫେଇ କର୍ମଚାରୀ ଙ୍କୁ ଦରମା ଦେଇଥିବାରୁ ଏହି ନୋଟିସ ଜାରୀ କରାଯାଇଛି । ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାର ଉତ୍ତର ଦେବାକୁ ତାଙ୍କୁ କୁହାଯାଇଛି । ଦୁଇ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ସିଏମ ସି କମିଶନର ନିଖିଳ ପବନ କଲ୍ୟାଣ ଏହି ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *