6 ଜିଲ୍ଲା କୁ ୟେଲୋ ୱାର୍ଣିଁ ଜାରି କଲା ପାଣାପାଗ ବିଭାଗ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ କିଛି ଜିଲ୍ଲା କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଆଜି ରାଜ୍ୟ ପାଣାପାଗ ବିଭାଗ 6 ଜିଲ୍ଲା କୁ ୟେଲୋ ୱାର୍ଣିଁ ଜାରି କରାଛି । କୋରାପୁଟ, କନ୍ଧମାଳ, କଳାହାଣ୍ଡି, ରାୟଗଡା , ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣିଁ ଜାରି ହୋଇଛି । ଏହି 6 ଜିଲ୍ଲାରେ ଝଡ ବର୍ଷା ଓ ଘଡଘଡି ସହ ବିଜୁଳି ମଧ୍ୟ ମାରିବାର ସମ୍ଭାବନା ରହିଛି ବୋଲି ପାଣାପାଗ ବିଭାଗ ସ୍ପଷ୍ଟ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *