ଓଡିଶା ବିଧାନସଭା ରେଜଲ୍ଟ

Spread the love

ଆନନ୍ଦପୁର ବିଧାନସଭାରେ ବିଜେଡି ବିଜୟୀ । ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟୀ ହୋଇଥିବା ବେଳେ କଂଗ୍ରେସର ଜୟଦେବ ଜେନାଙ୍କୁ ହରାଇଲେ ଅଭିମନ୍ୟୁ । ବିଂଝାରପୁର ବିଧାନସଭାରେ ବିଜେଡି ଜିତିଲା ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ । ବିଜେପିର ବବିତାମଲ୍ଲିକଙ୍କୁ ହରାଇଲେ ପ୍ରମିଳା । ଟିଟିଲାଗଡବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଥିବା ବେଳେ ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ। ସେପଟେ ଘସିପୁରା ବିଧାନସଭାରେ ଜିତିଲା ବିଜେଡି । ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପପାକତ୍ର ବିଜୟୀ । ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇଲେ ବଦ୍ରି । ଅନ୍ୟପଟେ ଫୁଲବାଣୀ ବିଧାନସଭାରେ ବିଧାନସଭାରେ ବିଜେପି ବିଜୟୀ ।ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇଲେ ଉମା । ଧର୍ମଗଡ଼ ବିଧାନସଭାରେ ବିଜେପି ବିଜୟୀ । ବିଜେପିର ସୁଧିର ପାଟ୍ଟଯୋଶୀ ୧୮,୬୮୫ ଭୋଟରେ ବିଜୟୀ । କେନ୍ଦ୍ରାପଡା ବିଧାନସଭାରେ ବିଜେଡି ବିଜୟୀ । ବିଜେପିର ଗୀତାଞ୍ଜଳି ସେଠୀଙ୍କୁ ହରାଇଲେ ଗଣେଶ୍ବର । ଡାବୁଗାଁ ବିଧାନସଭାରେ ବିଜେଡି ବିଜୟୀ । ବିଜେଡିର ମନୋହର ରନ୍ଧାରୀ ବିଜୟୀ । କଂଗ୍ରେସର ଲିପିକା ମାଝୀଙ୍କୁ ହରାଇଲେ ରନ୍ଧାରୀ । ରାଉରକେଲା ବିଧାନସଭାରେ ବିଜେଡି ବିଜୟୀ । ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ । ବିଜେପିର ଦିଲୀପ ରାୟଙ୍କୁ ହରାଇଲେ ସାରଦା । ଖଡିଆଳ ବିଧାନସଭାରେ ବିଜେଡି ବିଜୟୀ । ବିଜେଡିର ଅଧିରାଜ ପାଣିଗ୍ରାହୀ ବିଜୟୀ । ବିଜେପିର ହିତେଶ ବଗର୍ତ୍ତୀଙ୍କୁ ହରାଇଲେ ଅଧିରାଜ । ବୈଦ୍ଧ ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ । ବିଜେଡିର ପ୍ରଦୀପ ଅମାତଙ୍କୁ ହରାଇଲେ ସରୋଜ । ବିଂଝାରପୁର ବିଧାନସଭାରେ ବିଜେଡି ଜିତିଲା । ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ । ବିଜେପିର ବବିତା ମଲ୍ଲିକଙ୍କୁ ହରାଇଲେ ପ୍ରମିଳା ।

Leave a Reply

Your email address will not be published. Required fields are marked *