ନୂଆ ସରକାର ଗଠନ ପୂର୍ବରୁ ଛୁଟୁଛି ଇସ୍ତଫାର ସୁଅ

Spread the love

ନୂଆ ସରକାର ଗଠନ ଆଗରୁ ସିଏମଓରେ ଥିବା ଅବସରପ୍ରାପ୍ତ ଅଧିକାରୀଙ୍କ ଇସ୍ତଫାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଥିବା ସୁରେଶ ମହାପାତ୍ର ପ୍ରମୁଖ ଇସ୍ତଫା ଦେଇଛନ୍ତି ଏହା ସହିତ ସ୍ପେଶିଆଲ ଇନିସିଏଟିଭ ଉପଦେଷ୍ଟା ପଦର ଇସ୍ତଫା ଦେଇଛନ୍ତି ଆର ବାଲକ୍ରିଷ୍ଣନ ସେପଟେ ଆଇଟି ସଚିବ ମନୋଜ ମିଶ୍ର ବି ଇସ୍ତଫା ଦେଇଛନ୍ତି ..।

Leave a Reply

Your email address will not be published. Required fields are marked *