ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ସହ ଗଠିତ ମହା ବିକାଶ ଅଘାଡି ମେଣ୍ଟ ଏକନାଥ ସିନ୍ଧେଙ୍କ ବହୁ ମତ ପରେ ବିଫଳ ହୋଇଛି। ମେଣ୍ଟ ସରକାର ଭାଙ୍ଗିବା ପରେ ଏବେ ଏନସିବି ତାର ଜାତୀୟସ୍ତରର ରାଜନୈତିକ ବିଭାଗ ଓ କୋଷକୁ ଭଙ୍ଗ କରିଛି। ଏନସିପି ମୁଖ୍ୟ ସରଦ ପାୱାର ଦଳର ଜାତୀୟସ୍ତରର ବିଭାଗ ଓ କୋଷକୁ ତ୍ବରିତ ଭଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାୱାରଙ୍କ ନିର୍ଦ୍ଦେଶ ମୁତାବକ ଏନସିପିର ନାସନାଲିଷ୍ଟ ଓମେନସ କଂଗ୍ରେସ, ନାସନାଲିଷ୍ଟ ୟୁଥ କଂଗ୍ରେସ ଓ ନାସନାଲିଷ୍ଟ ଷ୍ଟୁଡେଣ୍ଟ କଂଗ୍ରେସ ତତ୍କ୍ଷଣାତ ଭଙ୍ଗ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now